ରାଜନୀତି

ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଗସ୍ତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

ବାଲିଗୁଡା: ପଞ୍ଚାୟତି ରାଜ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଗସ୍ତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପଦାରେ ପଡିଲା ଦଳୀୟ କନ୍ଦଳ । ମନ୍ତ୍ରୀ ପ୍ରତାପ ଜେନାଙ୍କ ବାଲିଗୁଡା ଗସ୍ତ କାଳରେ ଦଳୀୟ କର୍ମୀଙ୍କ ମଧ୍ୟରେ ଠେଲାପେଲା, ହାତାହାତି ପରିସ୍ଥିତି । ବାଲିଗୁଡାରେ ମନ୍ତ୍ରୀ ପହଞ୍ଚିବା ପରେ ସ୍ୱାଗତ ନାମରେ ଦୁଇ ଗୋଷ୍ଠୀ ମୁହାଁମୁହିଁ । ବାଲିଗୁଡା ବ୍ଲକ ଓ ନଗର ଉନ୍ନୟନ କର୍ମୀଙ୍କ ମଧ୍ୟରେ ହୋଇଛି ଗଣ୍ଡଗୋଳ । ଏହାକୁ ଦେଖି ମନ୍ତ୍ରୀ ଗାଡିରୁ ଓହ୍ଲାଇ କର୍ମୀଙ୍କ କଲେ ତାଗିଦ । ଗଣ୍ଡଗୋଳ ବନ୍ଦ ନ କଲେ ଯିବେ ନାହିଁ ବୋଲି କହିଲେ ।

Related posts

୨୦ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ସିଦ୍ଧରମୈୟା

mahabharatanews

ଆସନ୍ତା ନିର୍ବାଚାନ ପୂର୍ବରୁ ନୂଆ ଦଳ ଗଠନ କରିବେ ଅମରିନ୍ଦର

mahabharatanews

ମାଲକାନାଗିରି ଗସ୍ତରେ ଯିବେ ନବୀନ

mahabharatanews