ଓଡିଶା

ଚାଲାଣ ବେଳେ ୮ କିଲୋର ବଜ୍ରକାପ୍ତା

ପଦ୍ମପୁର: ବଜ୍ରକାପ୍ତା ଚାଲାଣ ବେଳେ ଉଦ୍ଧାର କଲା ଏସଟିଏଫ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅନ୍ତର୍ଗତ ଜାମପାଲି ରାସ୍ତାରୁ ଏହି ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତାଟିର ଓଜନ ୮ କିଲୋ ହେବ । ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଜଣେ ଯୁବକକୁ ବନ ବିଭାଗ ଅଟକ ରଖିଛି । ଏସଟିଏଫ ଏହି ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରିଛି । ଘଟଣାର ତଦନ୍ତ ଜାରି ରଖାଯାଇଥିବା ସୂଚନା ରହିଛି ।

 

Related posts

ଆଜିଠୁ ଆରମ୍ଭ ହେଉଛି ଓଜେଇଇ ପରୀକ୍ଷା

mahabharatanews

ରାଇରଙ୍ଗପୁର ପୋଲିସର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ

mahabharatanews

ବୌଦ୍ଧରେ ବନବିଭାଗ ପକ୍ଷରୁ ‘ଗଜ ସାଥି’ ଓ ‘ବିଦ୍ୟୁତ ପ୍ରହରୀ’ ତାଲିମ ଶିବିର

mahabharatanews