ଓଡିଶା

ଚାଲାଣ ବେଳେ ୮ କିଲୋର ବଜ୍ରକାପ୍ତା

ପଦ୍ମପୁର: ବଜ୍ରକାପ୍ତା ଚାଲାଣ ବେଳେ ଉଦ୍ଧାର କଲା ଏସଟିଏଫ । ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଘେସ ରେଞ୍ଜ ଅନ୍ତର୍ଗତ ଜାମପାଲି ରାସ୍ତାରୁ ଏହି ବଜ୍ରକାପ୍ତା ଉଦ୍ଧାର ହୋଇଛି । ବଜ୍ରକାପ୍ତାଟିର ଓଜନ ୮ କିଲୋ ହେବ । ବୁଧବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ଏହି ଘଟଣାରେ ଜଣେ ଯୁବକକୁ ବନ ବିଭାଗ ଅଟକ ରଖିଛି । ଏସଟିଏଫ ଏହି ବଜ୍ରକାପ୍ତାକୁ ବନ ବିଭାଗକୁ ହସ୍ତାନ୍ତର କରିଛି । ଘଟଣାର ତଦନ୍ତ ଜାରି ରଖାଯାଇଥିବା ସୂଚନା ରହିଛି ।

 

Related posts

ଗୋପବନ୍ଧୁଙ୍କ ଜନ୍ମପୀଠକୁ ଐତିହ୍ୟ ଗ୍ରାମ ପ୍ରତିଷ୍ଠା ପ୍ରୟାସ

mahabharatanews

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୁଭ ଜନ୍ମଦିନ ଅବସରରେ ୧୦୮ଟି ଦୀପ ପ୍ରଜ୍ଜ୍ୱଳନ…

mahabharatanews

ଗ୍ରାଉଣ୍ଡ ଜିରୋରୁ ଯୋଜନାର ସଫଳତା ମାପିବେ ସରକାର

mahabharatanews