ଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଘଣ୍ଟା ଜବତ

ମୁମ୍ବାଇ: ଭାରତୀୟ କ୍ରିକେଟରଙ୍କ ଉପରେ ଭାରୀ ପଡିଛି କଷ୍ଟମ ବିଭାଗ । ଟାର୍ଗେଟରେ ଷ୍ଟାର ଅଲାରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ଏୟାରପୋର୍ଟରେ ପାଣ୍ଡ୍ୟାଙ୍କୁ ଅଟକାଇ ତନାଘନା କରିଛି କଷ୍ଟମ ଡିପାର୍ଟମେଣ୍ଟ । ତାଙ୍କୁ ନିକଟରୁ ଦୁଇଟି ଘଣ୍ଟା ମଧ୍ୟ ଜବତ ହୋଇଛି । ଯାହାର ମୂଲ୍ୟ ୫ କୋଟି ଟଙ୍କା । ହାର୍ଦ୍ଦିକଙ୍କ ପାଖରେ ନା ଥିଲା ଏହି ଘଣ୍ଟାର ବିଲ ନା ଡିକ୍ଲେୟର । ତେଣୁ କଷ୍ଟମ ବିଭାଗ ତାଙ୍କର ଏହି ଦୁଇଟି ଘଣ୍ଟାକୁ ଜବତ କରିଛି ।

Mumbai customs officials seize two luxury watches worth ₹5 crore from Hardik Pandya at airport | Cricket - Hindustan Times
ଟି-ଟ୍ୱେଣ୍ଟି ବିଶ୍ୱକପରୁ ଦଳ ବାହାରିବା ପରେ ନିଜ ଦେଶକୁ ଫେରି ଆସିଥିଲା । ଏହି ସମୟରେ ବିମାନବନ୍ଦରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଟକାଇଥିଲା କଷ୍ଟମ ବିଭାଗ । ତାଙ୍କ ପାଖରେ ଥିବା ଦୁଇଟି ଘଣ୍ଟାକୁ ଜବତ ମଧ୍ୟ କରିଥିଲା । କାରଣ ଦୁଇଟି ଘଣ୍ଟାର କୌଣସି ବିଲ କିମ୍ବା ଡିକ୍ଲେୟର ପାଣ୍ଡ୍ୟାଙ୍କ ପାଖରେ ନଥିଲା । ଉଭୟ ଘଣ୍ଟାର ମୂଲ୍ୟ ପ୍ରାୟ ୫ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ତେବେ ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିବାଦ ଭିତରକୁ ଟାଣି ଆଣିଛି ।

Related posts

ବିଶ୍ୱ ଯୁବ ଦକ୍ଷତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏକ ସ୍ୱତନ୍ତ୍ର ଗଣଦୌଡ଼ ଅନୁଷ୍ଠିତ ।

mahabharatanews

ମ୍ୟାଚରେ ନେଦରଲାଣ୍ଡସକୁ ୫୬ ରନରେ ପରାସ୍ତ କରିଛି ଟିମ ଇଣ୍ଡିଆ

mahabharatanews

ବିଧାୟିକାଙ୍କୁ ଶୁଭେଚ୍ଛା ଜଣାଇଲେ କ୍ରିକେଟର ରିବିନ୍ଦ୍ର ଜାଡେଜା

mahabharatanews