bharatଖେଳଭାରତନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।mahabharatanewsAugust 12, 2026 by mahabharatanewsAugust 12, 20260103 ଜେଲ ଗଲେ କ୍ରେକେଟର । ନାବାଳିକାକୁ ଯୌନ ଶୋଷଣ କରିବା କେସରେ ଭୋଗିଲେ ଜେଲ ଦଣ୍ଡ । ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ ଜଣେ ୧୫ ବର୍ଷର ନାବାଳିକା ସହ ଯୌନ ଶୋଷଣ କରିଥିବା...
ଖେଳଭାରତଗୌତମ ଗମ୍ଭୀରଙ୍କ ପାଇଁ ବଢୁଛି ଅଡୁଆ । ଯାଇପାରେ ପଦ !mahabharatanewsAugust 4, 2026 by mahabharatanewsAugust 4, 2026070 ବିଶ୍ବକପ୍ ମ୍ୟାଚରେ ସଫଳ କୋଚ୍ ରୂପେ ନିଜର ସ୍ଥାନ ଅର୍ଜନ କରିଥିବା କୋଚ୍ ମାନଙ୍କ ମଧ୍ୟରେ ଗୌତମ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟୀ ରଖିଛନ୍ତି । ଭାରତୀୟ ଦଳରେ ଗମ୍ଭୀର ହେଡ କୋଚ୍ ହେବା...
bharatଖେଳଦେଶ ବିଦେଶଭାରତରଣଜୀ କ୍ରିକେଟରେ ଚମତ୍କାର ଖେଳ ପଦର୍ଶନ କରି ନା କମେଇଲେ ଖେଳାଳି ।mahabharatanewsAugust 3, 2026 by mahabharatanewsAugust 3, 2026076 ଚମକିଲେ ଆଉ ଜଣେ ଦ୍ରୁତ ବୋଲର । ଏଥର ଭାରତୀୟ ଦଳରେ ନିଜର ଚମକ ପଦର୍ଶନ କରିବାକୁ ହେଉଛନ୍ତି ପ୍ରସ୍ତୁତ ତେବେ ଜାମ୍ମୁ କାଶ୍ମୀରର ସୁନ୍ଦର ପାହାଡ଼ିଆ ଅଞ୍ଚଳରୁ ବାହାରି ଏବେ ଜଣେ ଯୁବ...
bharatଖେଳଭାରତବୈଭବଙ୍କ ଆଖିରେ ଲୁହ ଦେଖି ଫ୍ୟାନ୍ସଙ୍କ ମନରେ କୋହ ।mahabharatanewsJuly 13, 2026 by mahabharatanewsJuly 13, 2026081 ପୋଡିୟମରେ କାନ୍ଦିଲେ ବୈଭବ । ତୃତୀୟ ଟି-୨୦ ମ୍ୟାଚ ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିନଥିଲା; ବରଂ ତାଙ୍କ ବଦଳରେ ସଞ୍ଜୁ ସାମସନ ଦଳକୁ ଫେରିଥିଲେ। ତଥାପି, ଫଳାଫଳ ଅପରିବର୍ତ୍ତିତ ରହିଲା,...
ଖେଳଦେଶ ବିଦେଶବିଶ୍ୱଭାରତରାଷ୍ଟ୍ରପତିଙ୍କ ଠାରୁ ସର୍ବୋଚ୍ଚ ସମ୍ମାନ ଗ୍ରହଣ କଲେ ପୂର୍ବତନ କ୍ୟାପଟେନ୍ ରୋହିତ ଶର୍ମା ।mahabharatanewsJune 23, 2026 by mahabharatanewsJune 23, 2026067 ଭାରତର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଶ୍ରୀ ପ୍ରଦାନ କରାଯାଇଛି । ଭାରତୀୟ କ୍ରିକେଟ୍ ପ୍ରତି ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି...
bharatଖେଳଭାରତରୋହିତ ଶର୍ମାଙ୍କ ଭବିଶ୍ୟତକୁ ନେଇ ବଡ ବୟାନ ଦେଲେ ଗିଲ୍ ।mahabharatanewsJune 21, 2026 by mahabharatanewsJune 21, 2026067 ଭାରତୀୟ ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତକୁ ନେଇ ବଡ ବୟାନ ଦେଲେ ଅଧିନାୟକ ଶୁଭମନ୍ ଗିଲ୍ । ନିକଟରେ ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟାଚରେ ଭାରତ, ଆଫଗାନିସ୍ତାନକୁ ୯ ଉଇକେଟ୍ରେ ପରାସ୍ତ କରିଛି। ଏହା...
ଖେଳଭାରତଏଣିକି ଗୋଲାପୀ ରଙ୍ଗର ବଲରେ ଖେଳାଯିବ ଟେଷ୍ଟ କ୍ରିକେଟ୍ ।mahabharatanewsJune 2, 2026 by mahabharatanewsJune 2, 2026072 ଣିକି ଗୋଲାପୀ ରଙ୍ଗର ବଲରେ ଖେଲାଯିବ କ୍ରିକେଟ୍ । ଯାହାକୁ ନେଇ ଅନ୍ତର୍ଜାତୀୟ କ୍ରିକେଟ ପରିଷ୍ଦ ଟେଷ୍ଟ କ୍ରିକେଟର ନିୟମରେ ଆଣିଛି ବଡ ପରିବର୍ତ୍ତନ । ଖାସ କରି ଟେଷ୍ଟ ମ୍ୟାଚ୍ର ଅଧିକାଂଶ ସମୟରେ...
ଖେଳଦେଶ ବିଦେଶଭାରତପୁଣି ଥରେ ଟେଷ୍ଟକୁ ଫେରିପାରନ୍ତି ବିରାଟ ।mahabharatanewsMarch 29, 2026 by mahabharatanewsMarch 29, 2026069 ପୁଣିଥରେ ଟେଷ୍ଟ୍କୁ କମ୍ବ୍ୟାକ୍ କରିପାରନ୍ତି ରନ୍ ମେସିନ୍ ବିରାଟ୍ କୋହଲି । ଆଇପିଏଲ୍ର ପ୍ରଥମ ମୁକାବିଲା ପରେ ଏମିତି କଥାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । କାରଣ ଗତକାଲିର ମ୍ୟାଚ୍ରେ ହାଇଦ୍ରାବାଦ...
bharatବିଶ୍ୱଭାରତଖରାପ ପଦର୍ଶନ ପାଇଁ ହୋଇପାରେ ନେତୃତ୍ୱ ବଦଳି ।mahabharatanewsMarch 20, 2026 by mahabharatanewsMarch 20, 2026096 ପାକିସ୍ତାନ ଖେଳାଳିଙ୍କ ପଦର୍ଶନ ଏବେ ଦିନକୁ ଦିନ ଖରାପ ହୋଇ ଚାଲିଛି । ଏପରିକି ଲଗାତାର ଭାବେ ଗୋଟିଏ ପରେ ଗୋଟିଏ ଟୁର୍ଣ୍ଣାମେଣ୍ଟ ହାରୁଛି ଦଳ । ଏପରିକି ଗତ ୪ ବର୍ଷ ହବେ...
bharatଖେଳଦେଶ ବିଦେଶଭାରତବିସିସିଆଇ ବଢାଇବ ବୁମରାଙ୍କ ଦରମା ।mahabharatanewsMarch 18, 2026 by mahabharatanewsMarch 18, 2026096 ଖୁବଶୀଘ୍ର ବଢିବ ଜସପ୍ରିତ୍ ବୁମରାହଙ୍କ ଦରମା । ବିଗତ ମ୍ୟାଚ୍ ଗୁଡିକରେ ବୁମରାହ୍ଙ୍କ ଭଲ ପଦର୍ଶନ ରହି ଆସିଛି । ଏହା ସତ୍ତ୍ୱେ, କେନ୍ଦ୍ରୀୟ ଚୁକ୍ତିନାମା ଅନୁଯାୟୀ ସେମାନଙ୍କର ଦରମା ହ୍ରାସ କରାଯାଇଥିଲା। କିନ୍ତୁ...