ଓଡିଶା

ସ୍ୱର୍ଣ୍ଣାଭ ବେଳାଭୂମିରେ ୱାଲ୍ଡ ଏକ୍ସପୋ

ଗୋପ/ ଜୟନ୍ତ ସେଠୀ: ଦୁବାଇରେ ଚାଲିଛି ବିଶ୍ୱର ସର୍ବବୃହତ ୱାଲ୍ଡ ଏକ୍ସପୋ । ଏହି ଉପଲକ୍ଷେ ଆନ୍ତର୍ଜାତିକ ବଲୁକାଶିଳ୍ପୀ ସୁଦାମ ପ୍ରଧାନ ସ୍ବର୍ଣ୍ଣାଭ ବେଳାଭୂମିରେ ଆକର୍ଷଣୀୟ ବାଲୁକାକଳା କରିଛନ୍ତି। ୟୁଏଇ ଓଡିଶା ସୋସାଇଟିର ଡଃ ଚନ୍ଦ୍ରଶେଖର ଖୁଣ୍ଟିଆଙ୍କ ନିମନ୍ତ୍ରଣ କ୍ରମେ ବାଲୁକାଶିଳ୍ପୀ ସୁଦାମ ପ୍ରଧାନ ଏହି କଳାକୃତି ନିର୍ମାଣ କରିଛନ୍ତି। ୧୦୦ ଫୁଟ ଲମ୍ବ ଓ ୧୦୦ଫୁଟ ଚଉଡା ବିଶିଷ୍ଟ ଏହି ବାଲୁକା କଳାକୃତିର ଙ୍ଗକ୍ଟକ୍ସକ୍ଷୟ ରଙ୍ଘକ୍ଟ୍ରକ୍ଟର ଲୋଗୋ ପ୍ରତିଫଳିତ ହୋଇଛି।ଏହି ୱାଲ୍ଡ ଏକ୍ସପୋରେ ବିଶ୍ୱର ୧୯୨ଟି ରାଷ୍ଟ୍ର ଅଂଶଗ୍ରହଣ କରିଛନ୍ତି। କୋଭିଡ ମହାମାରୀ ପାଇଁ ଏହି ଙ୍ଗକ୍ଟକ୍ସକ୍ଷୟ ରଙ୍ଘକ୍ଟ୍ରକ୍ଟ ୨୦୨୦ପରିବର୍ତ୍ତେ ଚଳିତବର୍ଷ ହେଉଛି।

Related posts

ବରଗଡ଼ ଜ଼ିଲ୍ଲାରେ ଜଣେ କରୋନା ଚି଼ହ୍ନଟ ପରେ ଜ଼ିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

mahabharatanews

୪ ଯାଏଁ ପ୍ରବଳ ବର୍ଷା ସମ୍ଭାବନା;  ୱାର୍ଣ୍ଣିଂ ଜାରି 

mahabharatanews

ଆଜି ଗଜଉଧାରଣ ବେଶ ଦର୍ଶନ ଦେବେ ଶ୍ରୀଜିଉ

mahabharatanews