ଓଡିଶା

ପୁଣି ଆରମ୍ଭ ହେବ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗଣତିମଣତି

ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ ତାରିଖରେ ରତ୍ନଭଣ୍ଡାରରେ ଥିବା ରତ୍ନ ଓ ଅଳଙ୍କାରର ଗଣତିମଣତି କରାଯିବ । ଶ୍ରୀମନ୍ଦିରର ବିଭି୍ନ୍ନ ପର୍ବପର୍ବାଣୀ ଓ ରୀତିନୀତିକୁ ଦୃଷ୍ଟିରେ ରଖିô ନିଷ୍ପତ୍ତି ହୋଇଛି । କମାଣ୍ଡରଙ୍କ ପରାମର୍ଶ ମୁତାବିକ ଏହି ତାରିଖ ଧାର୍ଯ୍ୟ କରାଯାଇଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦନ ହୋଇଥିବା ଏସ୍ଓପି ମୁତାବିକ ସମ୍ପୂର୍ଣ୍ଣ ପ୍ରକ୍ରିୟାକରଣ କରାଯିବ ।
ଋତ୍ନଭଣ୍ଡାରରେ ଥିବା ମୂଲ୍ୟବାନ ସମସ୍ତ ରତ୍ନ ଅଳଙ୍କାରର ଗଣତିମଣତି ନେଇ ପ୍ରସ୍ତୁତି କରାଯିବ । ପୂର୍ବବତ୍ ନିୟମ ଓ ସତର୍କତା ଅବଲମ୍ବନ କରି ଏହି ପ୍ରକ୍ରିୟା କରାଯିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବା ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସମସ୍ତ ସେବାୟତ ଓ ଶ୍ରଦ୍ଧାଳୁଙ୍କ ସହଯୋଗ ସହ ସହାୟତା କାମନା କରିଛନ୍ତି । ତେବେ ଅଗଷ୍ଟ ୩୧ ଓ ସେପ୍ଟେମ୍ବର ୧ର ରତ୍ନଭଣ୍ଡାର ଗଣତିମଣତି ଉପରେ ଏବେ ସମସ୍ତଙ୍କ ନଜର ।

Related posts

ନିଯୁକ୍ତି ମେଳା କାର୍ଯ୍ୟକ୍ରମ ;- ପାଞ୍ଚ ବର୍ଷରେ ଖାଲିଥିବା ସମସ୍ତ ଦେଢ ଲକ୍ଷ ପଦ ପୂରଣ ହେବ

mahabharatanews

ଚଣ୍ଡୀହର ଦେବି ମା ବାଟମଙ୍ଗଳାଙ୍କ ପ୍ରଥମ ବାର୍ଷିକ ଉତ୍ସବ ପାଳନ କଲେ ୧୯୯୯ ମାଟ୍ରିକ ବ୍ୟାଚ ଛାତ୍ର,ଛାତ୍ରୀ.

mahabharatanews

ମହାମାୟୀ ଯାତ୍ରା ପାଇଁ ଦାରୁ ଖୁଣ୍ଟ ସ୍ଥାପିତ

mahabharatanews