ଓଡିଶା

ଅଧିବେଶନର ପ୍ରଥମ ଦିନ: ଭିଡିଓ କନଫେରେନ୍ସଂରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଷୋଡଶ ବିଧାନସଭାର ଅଷ୍ଟମ ଅଧିବେଶନ ଆରମ୍ଭ । ଅଧିବେଶନର ପ୍ରଥମ ଦିନରେ ଭିଡିଓ କନଫେରେନ୍ସଂ ଜରିଆରେ ବାସଭବନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡି ହୋଇଛନ୍ତି । ଅଧିବେଶନ ଆରମ୍ଭରେ ଦିବଂଗତ ସଦସ୍ୟଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଆଗତ କରିଛନ୍ତି । ପୂର୍ବତନ ଉପବାଚସ୍ପତି ପ୍ରହଲ୍ଲାଦ ଦୋରା, ଉମେଶ ସ୍ୱାଇଁ, ରାମରାୟ ମୁଣ୍ଡା, ସିପାହୀ ସୀତାରାମ ମୁର୍ମୁ, କରୋନା ଯୋଦ୍ଧାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକ ପ୍ରସ୍ତାବ ଜାରି କରିଛନ୍ତି । ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି ଉପନେତା ବିଷ୍ଣୁ ଚରଣ ସେଠୀ ।

Related posts

ମାହାଙ୍ଗା ଡର୍ବଲ ମର୍ଡର ମାମଲା: ପ୍ରତାପ ଜେନାଙ୍କୁ ବଡ଼ ଆଶ୍ୱସ୍ତି

mahabharatanews

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପ୍ରଧାନ ବିଚାରପତି ନିଯୁକ୍ତ

mahabharatanews

୧୦ତମ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭୋଟର ଦିବସ ପାଳିତ

mahabharatanews