ଭାରତ

ଚାଷୀ ଆନ୍ଦୋଳନ ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ବଡରରେ ଦୀର୍ଘ ବର୍ଷକର ଚାଷୀ ଆନ୍ଦୋଳନ ଶେଷ ହୋଇଛି । ଚାଷୀ ଆନ୍ଦୋଳନ ନିକଟରେ ମୁଣ୍ଡ ନୁଆଁଇଛନ୍ତି ମୋଦି ସରକାର । ୩ ନୂଆ କୃଷି ଆଇନ ପ୍ରତ୍ୟାହାର ହୋଇଛି । ଏହା ପରେ କୃଷକ ଆନ୍ଦୋଳନ ଶେଷ ହେବା ନେବା ନେଇ ଘୋଷଣା କରିଛି ସଂଯୁକ୍ତ କିଷାନ ମୋର୍ଚ୍ଚା । ଲମ୍ବା ସମୟ ଧରି ବୈଠଂକ ପରେ ଚାଷୀମାନେ ଘରକୁ ଫେରିଯିବାକୁ ନିଷ୍ପତ୍ତି ହୋଇଛି । ଆସନ୍ତା ଡିସେମ୍ବର ୧୧ରେ ଘରକୁ ଫେରିବେ ଚାଷୀ ।

Related posts

ଭୂମିକମ୍ପରେ ଥରିଲା ଦିଲ୍ଲୀ

mahabharatanews

ନାବାଳିକାକୁ ଯୌନ ଶୋଷଣ କରି ଜେଲ ଗଲେ ଏହି କ୍ରିକେଟର ।

mahabharatanews

୧୮ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ସବୁ ବିମାନ ବନ୍ଦ 

mahabharatanews