ଅପରାଧ

ଅପରେସନ ହ୍ୱାଇଟ ସ୍ପାଇଡର: ୩ ଗିରଫ

ଭୁବନେଶ୍ୱର: କମିଶନରେଟ ପୁଲିସର ଅପରେସନ ସ୍ପାଇଡର ଅନ୍ତର୍ଗତ ୩ ଜଣଙ୍କୁ ଏନଡିପିଏସ ଆକ୍ଟରେ ଗିରଫ କରାଯାଇଛି । ପୂର୍ବରୁ ଏହି ଅଭିଯାଜନରେ ୯ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ଆଉ ୩ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ୩ ଜଣ ହେଲେ ଟୁଲୁ ଓରଫ ସିଲୁ ନାୟକ (୨୫), ରାକେଶ ନାୟକ (୧୯) ଓ ଜ୍ଞାନବିଭୁ ନାୟକ (୧୯) । ସେମାନଙ୍କୁ ଗିରଫ କରି ପୁଲିସ କୋର୍ଟ ଫୱର୍ାଡ କରିଛି । ନୟାପଲି ଥାନାରେ ଦାୟର ଏନଡିପିଏସ ଆକ୍ଟ ରେ କଶେ ନମ୍ବର ୫୮୪/୨୦୨୧ ଓ ୫୮୮/୨୦୨୧ରେ ଏମାନଙ୍କୁ ଗିରଫ କରାଯାଇଛି ।

Related posts

ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ବିଭାଗ ରେଞ୍ଜର ଅଧିକାରୀ ସୁକୁମାର ଦୁଖୁ

mahabharatanews

ସ୍କୁଲ ପରିସରରେ ଯୁବକଙ୍କ ଝୁଲନ୍ତା ମୃତଦେହ ଠାବ

mahabharatanews

କଳାକନା ବୁଲାଇଲା ଚୋର

mahabharatanews