ଓଡିଶା

ବଡ ଦିନ ପାଇଁ ବିଭିନ୍ନ ଛକରେ ଚେକିଂ ସହିତ ଫ୍ଳାଗ ମାର୍ଚ୍ଚ

ବାଲିଗୁଡା/ ବନବାସୀ ପ୍ରଧାନ: କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟ ଧର୍ମି ମାନଙ୍କ ରାତ୍ରୀ ପାହିଲେ ପାଳନ ହେବ ବଡଦିନ । ଜିଶୁଖ୍ରୀଷ୍ଟଙ୍କ ଧରାପୃଷ୍ଟକୁ ଅବତରଣକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡାର ସମସ୍ତ ଚର୍ଚ୍ଚ ରଙ୍ଗ ବେରଙ୍ଗ ଆଲୁଅରେ ସଜବାଜ ଚାଲିଛି ।ବାଲିଗୁଡା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ କଡାକଡି ଗାଡି ମୋଟର ଯାଞ୍ଚ ଚାଲିଛି ।ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ବାଲିଗୁଡା,ବାରଖମା ଓ ଆଖପାଖ ଅଞ୍ଚଳରେ ଫ୍ଳାଗ ମାର୍ଚ୍ଚ କରାଯାଇଥିବା ଦେଖିବାକୁ ମିଳିଛି ଏନେଇ ବାଲିଗୁଡା ଏସଡିପିଓ ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ଯେ ପୋଲିସ ସବୁବେଳେ ସଜାଗ ଅଛି ।ସେଥିପାଇଁ ବିଭିନ୍ନ ଛକ ମାନଙ୍କରେ କଡାକଡି ଯାଞ୍ଚ ଚାଲିଥିବା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି ।

 

Related posts

କୋଣାର୍କ ଫେଷ୍ଟ ଓ ଆନ୍ତର୍ଜାତୀୟ ବାଲୁକା କଳା ଫେଷ୍ଟ ବାତିଲ

mahabharatanews

ଚଳିତ ବର୍ଷ କଳାହାଣ୍ଡି ମେଡିକାଲ କଲେଜରେ ଆରମ୍ଭ ହେବ ପାଠପଢା

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଭାରସାମ୍ୟ ହରାଇ ଓଲଟିଲା ବସ

mahabharatanews