ଖେଳ

କୁଇନ୍ସ ବାଟେଲକୁ କୋଣାର୍କରେ ଭବ୍ୟ ସମ୍ବର୍ଦ୍ଧନା

ଗୋପ/ ଜୟନ୍ତ ସେଠୀ: କୋଣାର୍କରେ ପହଁଚିଲା କୁଇନ୍ସ ବାଟେଲ ରିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏହାକୁ ସ୍ୱାଗତ କରାଯାଇଛି । ୨୦୨୨ରେ ଇଂଲଣ୍ଡର ବର୍ମୀଂହାମରେ କମନ ୱେଲଥ ଗେମ ଅନୁଷ୍ଠିତ ହେବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସାରା ବିଶ୍ୱରେ ପରିଭ୍ରମଣ କରୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀ ମାନେ ସ୍ୱାଗତ କରିଛନ୍ତି। କୁଇନ୍ସ ବାଟେନ ରିଲେକୁ କୋଣାର୍କଠାରେ ସ୍ୱାଗତ କରିବାକୁ ବହୁ କ୍ରୀଡ଼ାବିତ , ଖେଳାଳି , ବୁଦ୍ଧିଜୀବୀ ଏବଂ କ୍ରୀଡା ପ୍ରେମୀ ଉପସ୍ଥିତ ରହିଥିଲେ।

 

Related posts

ଏଥର ରେଡ୍ ପିଚରେ ଖେଳାଯିବା ମ୍ୟାଚ୍

mahabharatanews

ଜାପାନକୁ ପଛରେ ପକାଇଲା ଭାରତ

mahabharatanews

ଆଜି ହେଉଛି ଏହି କିମ୍ବଦନ୍ତି କ୍ରିକେଟ ଯୁବରାଜ ସିଂ ଙ୍କ ଜନ୍ମଦିନ

mahabharatanews