ଖେଳ

କୁଇନ୍ସ ବାଟେଲକୁ କୋଣାର୍କରେ ଭବ୍ୟ ସମ୍ବର୍ଦ୍ଧନା

ଗୋପ/ ଜୟନ୍ତ ସେଠୀ: କୋଣାର୍କରେ ପହଁଚିଲା କୁଇନ୍ସ ବାଟେଲ ରିଲେ । କୋଣାର୍କ ସୂର୍ଯ୍ୟ ମନ୍ଦିର ସମ୍ମୁଖରେ ଏହାକୁ ସ୍ୱାଗତ କରାଯାଇଛି । ୨୦୨୨ରେ ଇଂଲଣ୍ଡର ବର୍ମୀଂହାମରେ କମନ ୱେଲଥ ଗେମ ଅନୁଷ୍ଠିତ ହେବ। ଏଥିପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଛି। ସାରା ବିଶ୍ୱରେ ପରିଭ୍ରମଣ କରୁଛି କୁଇନ୍ସ ବାଟେନ ରିଲେ । ଏହାକୁ ବିଭିନ୍ନ ସ୍ଥାନରେ କ୍ରୀଡ଼ାବିତ ଓ କ୍ରୀଡା ପ୍ରେମୀ ମାନେ ସ୍ୱାଗତ କରିଛନ୍ତି। କୁଇନ୍ସ ବାଟେନ ରିଲେକୁ କୋଣାର୍କଠାରେ ସ୍ୱାଗତ କରିବାକୁ ବହୁ କ୍ରୀଡ଼ାବିତ , ଖେଳାଳି , ବୁଦ୍ଧିଜୀବୀ ଏବଂ କ୍ରୀଡା ପ୍ରେମୀ ଉପସ୍ଥିତ ରହିଥିଲେ।

 

Related posts

ବାବର ଆଜମଙ୍କ ଉପରେ ଆସ୍ଥା ପ୍ରକଟ କରି ଟେଷ୍ଟ ଫର୍ମାଟର ଅଧିନାୟକ ଦାୟିତ୍ୱ ପ୍ରଦାନ କଲା ପିସିବି

mahabharatanews

ଆଥଲେଟଙ୍କୁ ସମ୍ମାନିତ କଲେ ୫ଟି ସଚିବ

mahabharatanews

ବାରବାଟୀରେ ମାସ୍କ ବାଧ୍ୟତାମୂଳକ

mahabharatanews