ଭାରତ

ଋଷ- ୟୁକ୍ରେନ୍‌ ଯୁଦ୍ଧ : ୧,୧୧୫ ସାଧାରଣ ନାଗରିକ ଆହତ

(ଦିଲ୍ଲୀ) : ଋଷ ନିଜ ସାମର୍ଥ୍ୟ ଦେଖାଇବାକୁ ଯାଇ ୟୁକ୍ରେନ୍ ଉପରେ ଅମାନୁଷିକ ଭାବେ ଭୟଙ୍କର ଆକ୍ରମଣ କରି ଚାଲିଛି। କେହି ଆଗକୁ ଆସୁ ନାହାଁନ୍ତି। ଋଷର ନୃଶଂସ ଆକ୍ରମଣରେ ୟୁକ୍ରେନ୍‌ ୧୯୮ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି। ଏଥିରେ ୩ ଶିଶୁ ମଧ୍ୟ ଅଛନ୍ତି। ଏନେଇ ୟୁକ୍ରେନ ସ୍ୱାସ୍ଥ୍ୟମନ୍ତ୍ରାଳୟ ସୂଚନା ଦେଇଛି।

ୟୁକ୍ରେନ୍ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ତଥ୍ୟ ଜାରି କରାଯାଇ କୁହାଯାଇଛି “ ଦୁର୍ବାଗ୍ୟ ବଶତଃ ମିଳିଥିବା ତଥ୍ୟ ଅନୁସାରେ, ଆକ୍ରମଣକାରୀ ହାତରେ୧୯୮ ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଛି। ଏଥିରେ ୩ ଶିଶୁ ଅଛନ୍ତି। ସେହିପରି ୧,୧୧୫ ଜଣଙ୍କର ଆହତ ହୋଇଛନ୍ତି। ଏଥିରେ ମଧ୍ୟ ୩୩ ପିଲା ଆହତ ହୋଇଛନ୍ତି।” ୟୁକ୍ରେନ୍ ସ୍ୱାସ୍ଥ୍ୟମନ୍ତ୍ରୀ ଭିକ୍ଟୋର ଲାଭାଶକୋ ଫେସ୍‌ବୁକ୍‌ ପୋଷ୍ଟ କରି ସୂଚନା ଦେଇଛନ୍ତି।

Related posts

ଦେଓଘର ତ୍ରିକୂଟ ପର୍ବତ ଉପରେ ବଡ ଦୁର୍ଘଟଣା

mahabharatanews

ଆସାମ, ତେଜପୁର ବାୟୁସେନା ଷ୍ଟେସନରୁ ବସି ଉଡିବେ ରାଷ୍ଟ୍ରପତି

mahabharatanews

ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ବଡ ଦାବି କଲେ ମୁସଲିମ ଅଧ୍ୟକ୍ଷ 

mahabharatanews