ଓଡିଶା

ମୃତ ଅବସ୍ଥାରେ ଶିଶୁ ପୁତ୍ର ଉଦ୍ଧାର

ଭୁବନେଶ୍ୱର: ଗୋପୀନାଥପୁରରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ଥିବା ବିରୂପା ନଦୀର ହରିକୁଦ ନିକଟରେ ଏକ ଶିଶୁ ପୁତ୍ର ମୃତ ଅବସ୍ଥାରେ ପଡ଼ିଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତ ଶିଶୁର କୌଣସି ଠିକଣା ଏପର୍ଯ୍ୟନ୍ତ ମିଳିପାରି ନାହିଁ । ଏହାପରେ ଗ୍ରାମବାସୀ ପୋଲିସକୁ ଖବର ଦେଲା ପରେ ପୋଲିସ ଘଟଣାସ୍ଥଳରେ ପହଂଚିଥିଲା। ଏନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

Related posts

 ଯବାନ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ; ଜଣେ ମାଓବାଦୀ ମୃତ 

mahabharatanews

ଗୋଟିଏ ଦିନରେ କପ୍ତିପଦା ଫେରିଲେ ୫୫ ପ୍ରବାସୀ

mahabharatanews

ୟଶଙ୍କୁ ରାଷ୍ଟ୍ରୀୟ ବାଲ ପୁରସ୍କାର

mahabharatanews