ଭାରତ

୩ ମହଲା କୋଠାରେ ବିସ୍ଫୋରଣ: ୧୨ ମୃତ

ବିହାର: ବିହାରର ଭାଗଲପୁରେ ୩ ମହଲା କୋଠାରେ ବିସ୍ଫୋରଣ ଘଟିଛି । ଏହି ଘଟଣାରେ ଘଟଣାସ୍ଥଳରେ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ଜଣ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ଜଣ ମହିଳା ଥିବା ସୂଚନା ରହିଛି । ଅନ୍ୟପଟେ ବିସ୍ଫୋରଣ ଦ୍ୱାରା ଆଖ ପାଖର ଆଉ ୩ଟି ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛନ୍ତି । ଉକ୍ତ ୩ ମହଲା କୋଠାରେ ବୋମା ଭିଡ଼ା ଯାଉଥିବା ପଡ଼ୋଶୀ ଅଭିଯୋଗ କରିଛନ୍ତି । ସୂଚାନଯୋଗ୍ୟ ଯେ ବାରୁଦ, ବେଆଇନ ବିସ୍ଫୋରକ ଏବଂ କିଛି ଦେଶୀ ବୋମା ବିସ୍ଫୋରଣ ହୋଇଥିବା ଭାଗଲପୁର DIG ସୂଚନା ଦେଇଛନ୍ତି । ବର୍ତ୍ତମାନ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।ଏହାସହ ଘଟଣାରେ ମୃତାହତଙ୍କ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି ।

Related posts

ଅନ୍ତର୍ଜାତୀୟ ବଜାରରେ ବଢ଼ିବାରେ ଲାଗିଛି ଅଶୋଧିତ ତୈଳର ଦର!

mahabharatanews

ସାମ୍ନାକୁ ଆସିଲା ନୂଆ ରୋଗ ‘ଟାମଟର ଫ୍ଲୁ’ ,୮୦ ପିଲା ସଂକ୍ରମିତ

mahabharatanews

ଦେଶରେ ଦେଶରେ ୬,୫୬୧ ଆକ୍ରାନ୍ତ ଚିହ୍ନଟ ଓ ୧୪୨ ଜଣ ମୃତ

mahabharatanews