ଭାରତ

ଟ୍ୱିଟର ପରେ କୋକାକୋଲା : ଏଲନ୍ ମସ୍କ

ନୂଆଦିଲ୍ଲୀ: ଟ୍ୱିଟର ପରେ ଏବେ ଟେସ୍ଲା ସିଇଓ ଏଲନ୍ ମସ୍କ କୋକାକୋଲା କମ୍ପାନୀ କିଣିବା କଥା କହିଛନ୍ତି । ଟ୍ୱିଟର କିଣିବା ପରେ ସେ ଏବେ ଗୋଟେ ପରେ ଗୋଟେ ଟ୍ୱିଟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏଲନ୍ ଆଗକୁ କୋକାକୋଲା କିଣିବା କଥା କହିଛନ୍ତି । ଆଜି ଟ୍ୱିଟ କରି ଏକଥା ଜଣାଇଛନ୍ତି ଏଲନ୍ ମସ୍କ ।

ସୂଚନାଯୋଗ୍ୟ ଯେ ସେ ଟ୍ୱିଟରକୁ ୪୪ ବିଲିଅନ୍ ଡଲାରରେ କିଣିଛନ୍ତି । ଏହାପରେ ସେ ଟ୍ୱିଟରରେ ବାକ୍ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଇ ଆଲୋଚନା ପରିସରକୁ ଆସିଛନ୍ତି । ଯେକୌଣସି ଗଣତାନ୍ତ୍ରୀକ ରାଷ୍ଟ୍ରରେ ବାକ୍ ସ୍ୱାଧୀନତା ନିତାନ୍ତ ଜରୁରୀ । ଏହାସହ ମାନବିକତାର ଭବିଷ୍ୟତ ଉପରେ ଚର୍ଚ୍ଚା କରିବାକୁ ଟ୍ୱିଟର ଏକ ଡିଜିଟାଲ ସ୍କୋୟାର ବୋଲି ସେ କହିଛନ୍ତି ।

Related posts

ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ 

mahabharatanews

ୟୁକ୍ରେନ-ଋଷ ଲଢେଇ: ବ୍ରିଜ ଉଡାଇଲା ୟୁକ୍ରେନ

mahabharatanews

ଆଜି ଦେଶରେ ୮,୫୮୬ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews