ଓଡିଶା

ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ

ଭୁବନେଶ୍ୱର: ଦୁର୍ବଳ ହୋଇ ଅବପାତରେ ପରିଣତ ହେଲା ଗଭୀର ଅବପାତ । ଗତ ୬ ଘଂଟା ହେବ ଏହା ସ୍ଥିର ରହିଛି । ଆଗାମୀ ୧୨ ଘଂଟା ମଧ୍ୟରେ ଆହୁରୀ ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ଗତକାଲି ଆନ୍ଧ୍ରର କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁଛି ଅସାନି । ଆଉ ରିକର୍ଭ କରିବା ପରେ ସମୁଦ୍ର ଭିତରେ ଗତି କରୁଛି । ସ୍ଥଳ ବିଶେଷରେ ଏହା ୭୫ କିମି ଛୁଇଁଥିଲା । ସମୁଦ୍ର ଅଶାନ୍ତ ରହିଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ପ୍ରବେଶ ଉପରେ କଟକଣା ରହିଛି । ତେବେ ବାତ୍ୟା ଯୋଗୁ ଓଡ଼ିଶାରେ କୌଣସି ପ୍ରଭାବ ପଡ଼ିନାହିଁ । ସମସ୍ତ ବନ୍ଦରକୁ ବିପଦ ସଙ୍କେତରୁ ହଟାଇ ଦିଆଯାଇଛି । ଏହାପରେ ବର୍ଷା କମିବା ସହ ତାତି ବଢିବ ।

Related posts

ଆଉ ୧୦ ଜଣଙ୍କ  ମୃତ୍ୟୁ ସହ  ମୃତ୍ୟୁ ସଂଖ୍ୟା ୪୯୨ 

mahabharatanews

ମଣ୍ଡିରୁ ଧାନ ତୁରନ୍ତ ଉଠାଇବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

mahabharatanews

ଆସୁଛି ରାକ୍ଷୀ ପୂର୍ଣ୍ଣିମା, ବଜାରରେ ପ୍ରବଳ ଭିଡ଼

mahabharatanews