ଓଡିଶା

୫-ଟି ସ୍କୁଲ ରୂପାନ୍ତରଣ

ଭୁବନେଶ୍ୱର: ୫-ଟି ସ୍କୁଲ ରୂପାନ୍ତରଣ ଅନ୍ତର୍ଗତ ୫ ଜିଲ୍ଲାର ୪୧୬ ହାଇସ୍କୁଲକୁ ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନରୁ ଭର୍ଚୁଆଲ ମାଧ୍ୟମରେ ଲୋକାର୍ପଣ କରିବେ । ଏଥିରେ କୋରାପୁଟ ଜିଲ୍ଲାର ୯୫ଟି, ଗଜପତି ୩୧, ସମ୍ବଲପୁର ୪୦, ବଲାଙ୍ଗୀର ୧୦୦, ଯାଜପୁର ୧୫୦ ସ୍କୁଲ ରହିଛି ବୋଲି ଜଣାପଡିଛି । ସମ୍ପୃକ୍ତ ସ୍କୁଲରେ ସ୍ମାର୍ଟ କ୍ଲାସ୍ରୁମ୍, ଅତ୍ୟାଧୁନିକ ପ୍ରୋଜେକ୍ଟରର ବ୍ୟବସ୍ଥା କରାଯାଇଛି । ଏଥିଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି ।

Related posts

ସାଧାରଣତନ୍ତ୍ର ଦିବସ: ଦିଲ୍ଲୀରେ ୪ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କଡାକଡି

mahabharatanews

ନିର୍ବାଚନ ଆଚରଣବିଧି ଉଲଂଙ୍ଘନରେ ସିିଇଓଙ୍କ ସମୀକ୍ଷା

mahabharatanews

ସ୍ୟାଣ୍ଡ ଆନିମେସନ ଦ୍ଵାରା Get Well Soonର ବାର୍ତ୍ତା

mahabharatanews