ଓଡିଶାଶିକ୍ଷା

ଅକ୍ଟୋବର ୧୬ରେ ଓସିଏସ ପ୍ରିଲିମନାରୀ ପରୀକ୍ଷା

ଓପିଏସସି ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର: ଅକ୍ଟୋବର ୧୬ ତାରିଖରେ ଓସିଏସ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅକ୍ଟୋବର ୧୬ ତାରିଖ ରବିବାର ଦିନ ଏହି ପରୀକ୍ଷା ଅନୁଷ୍ଠିତ ହେବ ବୋଲି ଓପିଏସସି ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ପରୀକ୍ଷା ସମ୍ପର୍କିତ ସବିଶେଷ ବିବରଣୀ ଆଗମୀ ଦିନରେ ୱ୍ୱେବସାଇଟ ମାଧ୍ୟମରେ ଜଣାଇ ଦିଆଯିବ ବୋଲି ଓପିଏସି ପକ୍ଷରୁ କୁହାଯାଇଛି। ତେବେ ୨୦୨୦ ସିର୍ଭିଲ ସର୍ଭିସ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ୨୦୨୧ ସିର୍ଭିଲ ସର୍ଭିସ ପରୀକ୍ଷା ଫଳ ଅନୁଷ୍ଠିତ ହେବ ବୋଲି ଓପିଏସସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି।

Related posts

ହଳଦିଆ ଗାଁ ଜଙ୍ଗଲରେ ୨୭ ଟିକିଆ ହାତୀପଲ, ଲୋକେ ଭୟଭୀତ

mahabharatanews

ରାଜ୍ୟରେ ବାଘ ଗଣନା

mahabharatanews

ରାଜ୍ୟ ସରକାର କରିବେ କରୋନା ମୃତକଙ୍କ ଶବ ସଂସ୍କାର

mahabharatanews