ଓଡିଶା

ଘରକୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ଯୁବକ

ପଟ୍ଟାମୁଣ୍ଡାଇ : ସାରା ରାଜ୍ୟ ଏବେ ସଂକଟପୁର୍ଣ୍ୟ ଅବସ୍ଥାରେ ରହିଛି । ବନ୍ୟା ପାଣିରେ ସାଇକେଲ ସହ ଭାସିଗଲେ ଯୁବକ।ପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ନିକଟରେ। ମୃତକ ଯୁବକ ଜଣଙ୍କ ହେଲେ ସୁନୀଲ ସାହୁ । ସୂଚନାନୁସାରେ , କାମ ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଅଘଟଣ । ସାଇକେଲ ଧରି ଆସୁଥିବା ବେଳେ ହାଟାତ ସୁଅ ମାଡିଆସିଲା ଥିଲା ।

ଯାହା ପାଇଁ ସେ ପାଣିର ଶ୍ରୋତକୁ ଭାସିଯାଇଥିଲେ । ସ୍ଥାନୀୟ ଲୋକ ଖୋଜାଖୋଜି କରିବା ପରେ ମୃତଦେହ ବୁଦାମୂଳରୁ ଉଦ୍ଧାର କରିଥିଲେ। ଏନେଇ ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ବ୍ୟବଛେଦ ପାଇଁ ମେଡିକାଲ କୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ବିଚାରାଧୀନ କଏଦୀଙ୍କ ଆତ୍ମହତ୍ୟା

mahabharatanews

ଶିକ୍ଷକ ଓ ବିଭିନ୍ନ ମହିଳା ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା

mahabharatanews

ରାଉରକେଲା ଷ୍ଟେସନ ନିକଟରୁ ୬୦ କେଜିର ରୂପା ଜବତ

mahabharatanews