ଓଡିଶା

ଘରକୁ ଫେରୁଥିବା ବେଳେ ବନ୍ୟା ପାଣିରେ ଭାସିଗଲେ ଯୁବକ

ପଟ୍ଟାମୁଣ୍ଡାଇ : ସାରା ରାଜ୍ୟ ଏବେ ସଂକଟପୁର୍ଣ୍ୟ ଅବସ୍ଥାରେ ରହିଛି । ବନ୍ୟା ପାଣିରେ ସାଇକେଲ ସହ ଭାସିଗଲେ ଯୁବକ।ପରି ଘଟଣା ଘଟିଛି କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ମଣ୍ଡପଡ଼ା ନିକଟରେ। ମୃତକ ଯୁବକ ଜଣଙ୍କ ହେଲେ ସୁନୀଲ ସାହୁ । ସୂଚନାନୁସାରେ , କାମ ସାରି ଘରକୁ ଫେରୁଥିବାବେଳେ ଘଟିଥିଲା ଅଘଟଣ । ସାଇକେଲ ଧରି ଆସୁଥିବା ବେଳେ ହାଟାତ ସୁଅ ମାଡିଆସିଲା ଥିଲା ।

ଯାହା ପାଇଁ ସେ ପାଣିର ଶ୍ରୋତକୁ ଭାସିଯାଇଥିଲେ । ସ୍ଥାନୀୟ ଲୋକ ଖୋଜାଖୋଜି କରିବା ପରେ ମୃତଦେହ ବୁଦାମୂଳରୁ ଉଦ୍ଧାର କରିଥିଲେ। ଏନେଇ ଘଟଣା ସ୍ଥଳରେ ପୋଲିସ ପହଂଚି ଶବ ବ୍ୟବଛେଦ ପାଇଁ ମେଡିକାଲ କୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।

Related posts

ଶିକ୍ଷିତ ସମାଜରେ, ମଣିଷ ପଣିଆ ଓ ନୈତିକ ଶିକ୍ଷାର ଆବଶ୍ୟକତା ରହିଛି

mahabharatanews

ଅନୁଗୋଳରେ ଜିଲ୍ଲା ସ୍ତରୀୟ ‘ଆର୍ଟ ଅଫ୍ ଗିଭିଂ ଦିବସ’ ଉତ୍ସାହର ସହ ପାଳିତ

mahabharatanews

କାଳବୈଶାଖୀ ତାଣ୍ଡବରେ ବ୍ୟାପକ କ୍ଷୟ କ୍ଷତି

mahabharatanews