ଅପରାଧଓଡିଶା

ମୁଣ୍ଡଳୀ ବ୍ୟାରେଜ ଉପରୁ ମହାନଦୀକୁ ଡେଇଁଲେ ଯୁବକ

କଟକ: ମହାନଦୀର ଅକାତ ପାଣିକୁ ଡେଇଁଲେ ଯୁବକ । ମୁଣ୍ଡଳୀ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁ ପଡିଲେ ଯୁବକ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ନିଖୋଜ ଯୁବକ ଭୁବନେଶ୍ୱର ଶୈଳଶ୍ରୀବିହାରର ବିଶ୍ୱଦେବ ଦାସ ବୋଲି ଜଣାପଡିଛି ।

ପାଣିକୁ ଡେଇଁବା କାରଣ ଅସ୍ପଷ୍ଟ । ଅନ୍ୟପଟେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି । ରାଜଧାନୀରୁ ଯୁବକ ଜଣକ ମୁଣ୍ଡଳୀ ଆସି କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ବି ଜଣାପଡିନାହିଁ । ତେବେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Related posts

ସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବ

mahabharatanews

ନୂଆପଡା ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଲ, ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ

mahabharatanews

‘ଶିକ୍ଷାସାଥି ଆପ୍’ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଶିକ୍ଷକ

mahabharatanews