ଓଡିଶା

ବର୍ଷା ପାଣି ଯୋଗୁଁ ଭାଙ୍ଗିଗଲା ଝୁଲା ପୋଲ

ମୋହନା : ଵର୍ତମାନ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି । ସାରା ରାଜ୍ୟ ନାଇଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁଠି ପାଣି ଭାରି ଯାଉଛି ତା ଆଉ କେଉଁଠି ପୋଲ ଭାଙ୍ଗି ଯାଉଛି । ସେହିଭଳି ଲଘୁଚାପ ଜନିତ ଲଗାଣ ବର୍ଷାରେ ଧୋଇଯାଇଛି ଅସ୍ଥାୟୀ କଲଭର୍ଟ। ଯାହାଫଳରେ ୬ଟି ପଞ୍ଚାୟତକୁ ଯାତାୟତ ଠପ୍ ହୋଇଛି । ଏ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ବlଲିପଙ୍କ ଗାଁରେ ଚିତ୍ର । କଲଭର୍ଟ ଭାଙ୍ଗିଯିବା ଯୋଗୁଁ ଏହି ରାସ୍ତାରେ ଯାତାୟତ କରୁଥିବା ୬ଟି ପଞ୍ଚାୟତକୁ ଯାତାୟତ ବନ୍ଦ ହୋଇଯାଇଛି ।

ବାଲିପଙ୍କ ଗାଁ ନିକଟରେ ଥିବା ନଦୀ ଉପରେ ୪ବର୍ଷ ତଳେ ଏକ ଝୁଲା ପୋଲ ନିର୍ମାଣ ହୋଇଥିଲା । ନିର୍ମାଣର ବର୍ଷକ ପରେ ଝୁଲା ପୋଲ ଭାଙ୍ଗି ଯାଇଛି । ଟି ପଞ୍ଚାୟତକୁ ଯାତାୟତ ଠପ୍ ହୋଇଯିବ ଫଳରେ ଲୋକମାନେ ଖାଇବା ରହିବାରେ ଖୁବ ଅସୁବିଧା ଦେଖାଯାଇଛି । ତେବେ ଏ ସମସ୍ୟାର କେବେ ସମାଧାନ ହେବ ତାହା ଜନସାଧାରଣରେ ଚର୍ଚ୍ଚା ଜୋର ଧରିଛି । କେବେ ସମାଧାନ ହେବେ କେବେ ଲୋକେ ଏ ସମସ୍ୟାରୁ ମୁକ୍ତି ପାଇବେ ତାହା ଦେଖିବାକୁ ବାକି ରହିଲା ।

Related posts

ଟିମ୍ ଇଣ୍ଡିଆକୁ ଝଟକା, ଦକ୍ଷିଣ ଆଫ୍ରିକା ବିପକ୍ଷରେ ଆଗାମୀ ଦିନିକିଆ ସିରିଜ୍ ଖେଳିବେ ନାହିଁ ଶୁଭମନ ଗିଲ୍

mahabharatanews

ସେପ୍ଟେମ୍ବର ୨୮  ସରକାରୀ ଛୁଟି

mahabharatanews

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଦୁଇଦିନ ପାଇଁ ରିମାଣ୍ଡରେ ଗଲେ ଉମା ଓ କୁରୁପତି

mahabharatanews