ବିଶ୍ୱଭାରତ

ଭାରତ ତରଫରୁ ନାଦେଲାଙ୍କୁ ପଦ୍ମଭୂଷଣ ସମ୍ମାନ

ବ୍ୟୁରୋ:ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହେଲେ ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଦେଲା । ଆମେରିକାରେ ଭାରତ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି । ଭାରତର କନସୁଲ ଜେନରାଲ ନଗେନ୍ଦ୍ର ପ୍ରସାଦ ନାଦେଲାଙ୍କୁ ଏହି ପୁରଷ୍କାର ପ୍ରଦାନ କରିଛନ୍ତି । ନାଦେଲା ଆସନ୍ତା ଜାନୁୟାରୀରେ ଭାରତ ଆସିବା ନେଇ ଯୋଜନା ରହିଛି । ଏହି ସମ୍ମାନ ପାଇଁ ସେ ଭାରତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏଥି ସହିତ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏଥି ସହିତ ଭାରତକୁ ସଫଳତା ଦିଗରେ ଅନେକ ସହାୟତା ଯୋଗାଇବେ ବୋଲି ଏହି ଅବସରରେ କହିଛନ୍ତି ।

Related posts

ଆଡଭାନୀଙ୍କୁ ଭାରତ ରତ୍ନ

mahabharatanews

ଆଜିଠୁ ଦିଲ୍ଲୀ ବିଧାନସଭା ଅଧିବେଶନ ଆରମ୍ଭ 

mahabharatanews

ଗିନିଜ ୱାର୍ଲ୍ଡ ରେକର୍ଡ କଲା ୨୨ ଲକ୍ଷ ୨୩ ହଜାର ଦୀପ ପ୍ରଜ୍ୱଳନ 

mahabharatanews