ଓଡିଶାରାଜନୀତି

ଭାରତୀୟ ଜନତା ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି

ଭୁବନେଶ୍ୱର (ହରପ୍ରସାଦ ବିଷୋଇ):-ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଭେଟିଲା ବିଜେଡି…ଭାରତୀୟ ଜନତା  ପାର୍ଟିର ପୁରୁଣା ରୋଗ ଆରମ୍ଭ  ହୋଇଛି  ।  ଓଡ଼ିଶାରେ ମନ  ପୁରିଲା ନାହିଁ ଦିଲ୍ଲୀରେ ଯାଇ ପହଁଚିଲେ   ଭାରତୀୟ ଜନତା  ପାର୍ଟିର ସତସାହସ ଥିଲେ କୁହନ୍ତୁ ସେ ମହିଳା କିଏ । ମା ଉପରେ ରାଗି ଜଣେ  ମହିଳା ଙ୍କୁ ବଦନାମ  କରିବାକୁ ସେଲ୍ଫ ହେଲ୍ପ ଗ୍ରୁପ ନାମରେ  କମ୍ପ୍ଲନ କରୁଛନ୍ତି  । ଯଦି  ସେହି ମହିଳାଙ୍କୁ ଜାଣିଛନ୍ତି ତାଙ୍କ ନାଁ କୁହନ୍ତୁ ବା କୋଉ ସ୍ଥାନରେ ହଉଥିଲା  ସେ କଥା  କୁହନ୍ତୁ ।  ବିଜେପି ହାରିଲା ବେଳେ ଏ ଟାଇପର ଡ୍ରାମା କରନ୍ତି  ।  ଏ ଘଟଣାର  ଫୋରେସିକ examination ହଉ ବୋଲି ଆଜି ଆମେ CEO ଙ୍କୁ ଭେଟି  ଜଣାଇଛୁ .. ଆଶା ଅଛି  ନିଶ୍ଚିତ examination ହେବ  ଏବଂ ଧମନଗର  ବାସୀ 3 ତାରିଖ  ଦିନ ଯେଉଁ ନିଷ୍ପତି ନେବେ ସେଥିରେ ଉଚିତ  ଯବାବ ଦେବେ ।

Related posts

ନିଟ୍ ବିବାଦ, ଗର୍ଜିଲା ବିଜେଡି

mahabharatanews

ଆକ୍ରମଣ ମାମଲା: ଏସପିଙ୍କୁ ଭେଟିଲେ ସରପଞ୍ଚ ସଂଘ

mahabharatanews

୧ ବର୍ଷ ହେବ ନାନା ଅତ୍ୟାଚାର ଭୋଗୁଛୁ: ଉନ୍ନାଉ ପୀଡିତାଙ୍କ ବାପା

mahabharatanews