ଓଡିଶା

ସାମ୍ବାଦିକ ସଙ୍ଘ ବୈଠକ ଅନୁଷ୍ଠିତ

ନବରଙ୍ଗପୁର : (ପୂର୍ଣ୍ଣଚନ୍ଦ୍ର ନାୟକ ) ଉମରକୋଟ ସାମ୍ବାଦିକ ସଂଘ ଛାଡଖାଇ ବେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଯୁକ୍ତ ହିମାଚଳ ମାଝୀ,ଶ୍ରୀ ଶୁଭେନ୍ଦୁ ଶବର , ଉମରକୋଟ ଆଇଆଇସ ଶ୍ରୀ ଦୀପକ୍ କୁମାର ଜେନା, ଯୋଗଦେଇ ଥିଲେ । ବରିଷ୍ଟ ସାମ୍ୱାଦିକ ଶ୍ରୀ ପ୍ରଶାନ୍ତ ସାହୁ , ଶ୍ରୀ ରାମ ନାୟକ, ଶ୍ରୀ ମନହର ମହାନ୍ତି ଜଗ ଦାନ ରେ ସଭାପତି ସମ୍ପାଦକ କୋଷାଧ୍ୟକ୍ଷ ସମେତ ଉମରକୋଟ , ରାଇଘର, ଝରିଗାଁ, ଚଣ୍ଡାହାଣ୍ଡି, ଓ ଡାବୁଗାଁ, ସାମ୍ୱାଦିକ ଉପସ୍ଥିତି ଥିଲେ ।

ଏହି ସାମ୍ବାଦିକ ମାନଙ୍କ ଛାଡଖାଇ କାର୍ଯ୍ୟକ୍ରମ ରେ ଉମରକୋଟ ବିଡିଓି ଶ୍ରୀ ମାଝୀ , ଏସଡିପିଓ ଉମରକୋଟ, ଆଇଆଇସ ଉମରକୋଟ ଓ ବରିଷ୍ଟ ସାମ୍ୱାଦିକ ଶ୍ରୀ ପ୍ରଶାନ୍ତ ସାହୁ ସମସ୍ତ ସାମ୍ୱାଦିକ ଙ୍କୁ କିଭଳି ଭାବରେ ସତ୍ୟତା ସମ୍ବାଦ ପ୍ରସାରଣ କରିବେ । କିଭଳି ଭାବରେ ସତ୍ୟତା ଦୁର୍ନୀତି ଅଭିଯୋଗ , ଓ ସମାଜ ଉନ୍ନତି କରଣ କୁ ଲୋକ ଲୋଚନ କୁ ଆଣିବା ନିମନ୍ତେ ନିର୍ଦ୍ଧେଶ ଦେଇଥିଲେ । ଏହି କାର‌୍ୟ୍ୟକ୍ରମ ରେ ପ୍ରାୟ ୪୫ରୁ ଉର୍ଦ୍ଧ ସାମ୍ୱାଦିକ ଉପସ୍ଥିତ ଥିଲେ।

Related posts

ନବବର୍ଷରେ ଶ୍ରୀମନ୍ଦିର ଖୋଲାକୁ ନେଇ ଆରମ୍ଭ ହୋଇଛି ନୂଆ ବିବାଦ

mahabharatanews

ଜଗତସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡ଼ିଆରେ ପୁସ୍ତକ ମେଳା ଉଦଘାଟିତ

mahabharatanews

ପ୍ରଦର୍ଶନୀ ପଡ଼ିଆରେ ୭୭ତମ ସ୍ୱାଧୀନତା ଦିବସ

mahabharatanews