ଓଡିଶାବିଶ୍ୱ ଆଦିବାସୀ ଦିବସ ପାଳିତmahabharatanewsAugust 10, 2026 by mahabharatanewsAugust 10, 2026027 ନବରଙ୍ଗପୁର ଠାରେ ବିଶ୍ୱ ଆଦିବାସୀ ଦିବସ ମହା ସମାହାରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ଓ ବିଧାୟକ ମନୋହର ରନ୍ଧାରୀ,...
ଓଡିଶାଅସହ୍ୟ ତାତି ଯୋଗୁଁ ନବରଙ୍ଗପୁରରେ ସ୍କୁଲ, କଲେଜ ଛୁଟିmahabharatanewsApril 18, 2026 by mahabharatanewsApril 18, 2026063 ଅସହ୍ୟ ତାତି ଯୋଗୁଁ ନବରଙ୍ଗପୁରରେ ସ୍କୁଲ, କଲେଜ ଛୁଟି । ଜିଲ୍ଲା କଲେକ୍ଟର ଏକ ସରକାରୀ ନିର୍ଦ୍ଦେଶ ଜାରି କରି ଅଙ୍ଗନୱାଡି କେନ୍ଦ୍ର, ସ୍କୁଲ, କଲେଜ ଏବଂ ବୈଷୟିକ ପ୍ରତିଷ୍ଠାନଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ...
ଓଡିଶାସାମ୍ବାଦିକ ସଙ୍ଘ ବୈଠକ ଅନୁଷ୍ଠିତmahabharatanewsNovember 12, 2022November 12, 2022 by mahabharatanewsNovember 12, 2022November 12, 20220183 ନବରଙ୍ଗପୁର : (ପୂର୍ଣ୍ଣଚନ୍ଦ୍ର ନାୟକ ) ଉମରକୋଟ ସାମ୍ବାଦିକ ସଂଘ ଛାଡଖାଇ ବେଟଘାଟ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସମ୍ମାନୀୟ ଅତିଥି ଭାବେ ଶ୍ରୀ ଯୁକ୍ତ ହିମାଚଳ...
ଓଡିଶାରାଜନୀତିକଟକ ମେୟର ସୁବାସ ସିଂଙ୍କ କୁଶ ପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସmahabharatanewsMay 23, 2022 by mahabharatanewsMay 23, 20220304 କଟକ : କଟକ ମେୟର ସୁବାସ ସିଂଙ୍କ କୁଶପୁତ୍ତଳିକା ଦାହ କରିଲେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ। କାମ କର ନଚେତ ମାଲକାନଗିରି ବଦଳି ହୁଅ । ମହାନଗର ନିଗମ କର୍ମଚାରୀଙ୍କୁ କଟକ ନୂତନ ମେୟର...