ଓଡିଶାରାଜନୀତି

କେନ୍ଦ୍ର କୃଷିମନ୍ତ୍ରୀଙ୍କୁ ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ଟୁଇଟ

ବରଗଡ : ବରଗଡ , ପଦ୍ମପୁର ସମେତ ସମଗ୍ର ଓଡିଶାର ଚାଷୀ ମାନଙ୍କର ବକେୟା ଫସଲ ବିମା ଟଙ୍କା ଯୋଗାଇ ଦେବାକୁ କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଉତ୍ତରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲେଖିଛନ୍ତି ଏହି ବୀମା କେନ୍ଦ୍ର ସରକାରଙ୍କ ପାଖରେ ଅଟକି ରହିଥିଲା କିନ୍ତୁ ଏବେ ଇନ୍ସୁରାନ୍ସ କମ୍ପାନୀ ମାନଙ୍କୁ ନର୍ଦ୍ଦେଶ ଦିଆଯାଇଛି ।

ସେମାନେ ଖୁବ ଶିଘ୍ର ଚାଷୀ ମାନଙ୍କୁ ଏନେଇ ଫସଲ ବିମା ଟଙ୍କା ଯୋଗାଇଦେବାକୁ ନର୍ଦ୍ଦେଶ ଦିଆଯାଇଛି । ସସ୍ମିତ ପାତ୍ର କହିଛନ୍ତି ଯଦି ଏହା ଆଗରୁ ହୋଇଥାନ୍ତା ତେବେ ଖାଲି ବରଗଡ କି ପଦ୍ମପୁରର ଚାଷୀ ନୁହନ୍ତି ବରଂ ସାରା ଓଡିଶାର ଚାଷୀ ଦିର୍ଘ ଦିନ ହେବ ସଂଘର୍ଷ ଭିତରେ ଗତି କରିନଥାନ୍ତେ । ତେଣୁ ଏହି ଫସଲ ବିମା କ୍ଷେତ୍ରରେ ଚାଷୀ ମାନଙ୍କ ପ୍ରତି ହୋଇଥିବା ଅବହେଳାକୁ ସେ ନିନ୍ଦା କରିଛନ୍ତି ।

Related posts

କୋଭିଡ଼୍ କେଆର୍ କେନ୍ଦ୍ର ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଓଡିଶା ପଜିଟିଭ୍ ପକ୍ଷରୁ ନିବେଦନ

mahabharatanews

ଶାଳୀନତା ପୋଷାକ ପ୍ରସଙ୍ଗ; ଶ୍ରୀମନ୍ଦିରରେ ନିୟମ କଡ଼ାକଡ଼ି

mahabharatanews

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

mahabharatanews