ଓଡିଶା

ଚନ୍ଦ୍ରରେ ଇତିହାସ ରଚିଲା ଭାରତ 

(ଦିଲ୍ଲୀ) ; ଇତିହାସ ରଚିଲା ଭାରତ । ଚନ୍ଦ୍ରଯାନ-୩ ଆଜି  ଚନ୍ଦ୍ରରେ ଅବତରଣ କରିଛି । ପୂର୍ଵ ସ୍ମୁଯାୟୀ  ସନ୍ଧ୍ୟା ୬ ଟା ୪ ମିନିଟରେ ଚନ୍ଦ୍ରଯାନ-୩  ଚନ୍ଦ୍ରପୃଷ୍ଟରେ ଲ୍ୟାଣ୍ତ କରିଛି । ଅପରାହ୍ନ ୫ଟା ୪୬ରୁ ଚନ୍ଦ୍ରଯାନ-୩ର ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଥିଲା  ।ଦୀର୍ଘ ଦିନ ପରେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।

ସୂଚନାନୁଯାୟୀ ,  ତେବେ ଚନ୍ଦ୍ରଯାନ-୩ ର ସଫଳ ଅବତରଣ ପାଇଁ ଦେଶର ବିଭିନ୍ନ ଦେବାଳୟରେ ପୂଜାର୍ଚ୍ଚନା କରାଯାଇଥିଲା  କିପରି ସଫଳତାର ସହ ବିକ୍ରମ୍ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ କରିବ ସେନେଇ ଦେଶବାସୀ ଭଗବାନଙ୍କ ପାଖରେ କାମନା କରିଥିଲେ  । ମୁମ୍ବାଇ, ବାରାଣସୀ, ଭୋପାଳ ସବୁଠି ପୂଜାର୍ଚ୍ଚନା ଚାଲିଛି । ଲକ୍ଷ୍ନୌରେ ସମୂହ ନମାଜ ପାଠ କରାଯାଇଛି ।

Related posts

କୋଲାବ ଡ୍ୟାମ୍ରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ

mahabharatanews

ବ୍ଲକ କାର୍ଯ୍ୟାଳୟ  ସ୍ଥାନାନ୍ତର ପ୍ରତିବାଦରେ ବିକ୍ଷୋଭ

mahabharatanews

ରୋଗୀ ସ୍ଥାନାନ୍ତର ପାଇଁ ନୟାପଲ୍ଲୀରୁ ବିମାନବନ୍ଦର ପର୍ଯ୍ୟନ୍ତ ଗ୍ରୀନ କରିଡର

mahabharatanews