ଓଡିଶା

ବିଶ୍ଵ ତାରିଣୀ ମହିଳା ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର

ହାଟଡିହି : ରକ୍ତ ଦାନ ମହତ ଦାନ। ତେଣୁ ରକ୍ତ ଦାନ କରିବା ଦ୍ୱାରା ଲୋକଙ୍କ ମାନଙ୍କ ଜୀବନ ରକ୍ଷା କରି ପାରିବା ସହ, ଆମ ଶରୀର ରେ ଅପରିଷ୍କାର ରକ୍ତ କଣିକା ଗୁଡ଼ିକ ଚାଲି ଯାଇ ନୂଆ ରକ୍ତ ସଂଗ୍ରହ ହେଉଥିବାରୁ ଆଜି ବିଶ୍ୱ ତାରିଣୀ ମହିଳା ମହାବିଦ୍ୟାଳୟ ରେ ୩୧ୟୁନିଟ ରକ୍ତ ଛାତ୍ରୀ ମାନେ ଦେଇଛନ୍ତି।

Related posts

ସମଲ ଠାରେ ଚାଲିଛି ମା’ ତାରିଣୀ ଙ୍କ ଚଇତି ପର୍ବ

mahabharatanews

 ଆସନ୍ତା ୫ ଦିନ ପାଗ ଶୁଖିଲା

mahabharatanews

 ଟିସିଏସ ଯୋଗଇବ ୯ମ, ୧୦ମ ଶ୍ରେଣୀ ପାଇଁ ଅନଲାଇନ ଶିକ୍ଷା 

mahabharatanews