ଓଡିଶା

ଡ଼ଟ୍ ଫେଷ୍ଟ ପାଇଁ  ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି ପ୍ରତୀକ ସିଂ

ଭୁବନେଶ୍ୱର:ଡ଼ଟ୍ ଫେଷ୍ଟ ପାଇଁ  ପ୍ରଦର୍ଶନୀ ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କଲେ ଡିସିପି ପ୍ରତୀକ ସିଂ। ।ପ୍ରଦର୍ଶନୀ ପଡ଼ିଆରେ ଡ଼ଟ୍ ଫାଷ୍ଟ ର ଦ୍ଵିତୀୟ ସଂସ୍କରଣ ହେବାକୁ ଯାଉଥିବାରୁ ଜାତୀୟ ଓ ଆନ୍ତର୍ଜାତୀୟ ଦର୍ଶକଙ୍କ ସହ ବହୁନମି ଦାବୀ କଳାକାର ସାମିଲ ହେବାକୁ ଯାଉଛନ୍ତି। ଏଥିପାଇଁ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସୁରକ୍ଷା ବ୍ୟବସ୍ଥା ଟିକି ନିକି ଯାଞ୍ଚ କରୁଛନ୍ତି ଡିସିପି। ହକି ଓ ଡ଼ଟ୍ ଫେଷ୍ଟ୍ ଏକ ସାଙ୍ଗରେ ଚାଲୁଥିବା ବେଳେ ଟ୍ରାଫିକ ଓ ପର୍କିକିଂ ବ୍ୟବସ୍ତା ସହ ସୁରକ୍ଷା ବ୍ୟବସ୍ଥାକୁ ସୁଚର ରୂପେ ପରିଚନଲ କରିବା ପାଇଁ ଆଜି ପ୍ରଦର୍ଶନୀ ପଡ଼ିଆ ବୁଲି ଗ୍ରାଉଣ୍ଡ ଜିରୋ ରେ ଟିକିନିଖି ଯାଞ୍ଚ କରିଛନ୍ତି ଡିସିପି । ହକି ଓ ଡ଼ଟ୍ ଫେଷ୍ଟା ଏକା ସଙ୍ଗେରେ ହୋଇଥିବା ବେଳେ କମିଶରେଟ୍ ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ବୋଲି କହିଛନ୍ତି ଡିସିପି। ସେଥି ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୂଚର ରୂପରେ ପରିଚାଳନା କରିବା କମିସନର ପୋଲିସ ପ୍ରସ୍ତୁତ ରହୁଥିବା ସହ ଏଥି ପାଇଁ ବହୁ ଅଭୀଙ୍ଗ ଅଫିସରକୁ ଦାୟିତ୍ଵ ଦଆଯାଇଛି।

Related posts

ପଟିଆଲା କୋର୍ଟ ବର୍ଷାଙ୍କୁ କଲେ ନୋଟିସ

mahabharatanews

ଗଛରେ ପିଟି ହେଲା ଆମ୍ବୁଲାନ୍ସ, ଚାଳକ ଗୁରୁତର

mahabharatanews

ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ

mahabharatanews