ବିଶ୍ୱଭାରତମନୋରଞ୍ଜନ

ମିସ୍ ୟୁନିଭର୍ସ ୨୦୨୨ ଆର୍ ବୋନୀ ଗେବ୍ରିଏଲ୍

ନୂଆଦିଲ୍ଲୀ: ଘୋଷଣା ହୋଇଯାଇଛି ମିସ୍ ୟୁନିଭର୍ସ ୨୦୨୨ । ମିସ୍ ୟୁନିଭର୍ସ ୨୦୨୨’ ମୁକୁଟ ପିନ୍ଧିଛନ୍ତି ଆମେରିକାର ଆର୍ ବୋନୀ ଗେବ୍ରିଏଲ୍ । ବିଶ୍ୱରୁ ୮୪ ପ୍ରତିଯୋଗୀଙ୍କୁ ପଛରେ ପକାଇ ଗେବ୍ରିଏଲ୍ ଏହି ମୁକୁଟ ହାତେଇଛନ୍ତି । ମିସ୍ ୟୁନିଭର୍ସ ୨୦୨୧ ହରନାଜ ସନ୍ଧୁ ଗେବ୍ରିଏଲଙ୍କୁ ବିଜେତା ମୁକୁଟ ପିନ୍ଧାଇଛନ୍ତି।

Related posts

 ନିମନ୍ତ୍ରଣ କାର୍ଡର ଭିଡିଓ ଭାଇରାଲ 

mahabharatanews

ବନ୍ୟାରେ ଭାସିଯାଇ ୨ଯବାନ ସହିଦ

mahabharatanews

ଦ୍ଵିତୀୟ ଦିନରେ ‘ଜି୨୦’ ବୈଠକ 

mahabharatanews