ଭାରତ

ସିକନ୍ଦରାବାଦ-ବିଶାଖାପାଟଣା ‘ବନ୍ଦେ ଭାରତ ଏକ୍ସ୍‌ପ୍ରେସ୍‌’ ଚଳାଚଳ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ପୋଙ୍ଗଲ୍‌ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ସିକନ୍ଦରାବାଦ ଓ ବିଶାଖାପାଟଣା ମଧ୍ୟରେ ମଧ୍ୟରେ ‘ବନ୍ଦେ ଭାରତ ଏକ୍‌ସ୍‌ପ୍ରେସ୍‌’ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଆଜି ଏଇ ଉତ୍ସବମୟ ବାତାବରଣରେ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶ ଚମତ୍କାର ଉପହାର ପାଉଛନ୍ତି। ଗୋଟିଏ ପଟୁ ଦେଖିଲେ, ‘ବନ୍ଦେ ଭାରତ ‌ଏକ୍ସ୍‌ପ୍ରେସ୍‌’ ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶର ମିଳିତ ସଂସ୍କୃତି ଓ ଐତିହ୍ୟକୁ ସଂଯୋଗ କରିବ।

Related posts

ଆଜି ସ୍ଥାନାନ୍ତର ହେବ ଅମର ଯବାନ ଜ୍ୟୋତି

mahabharatanews

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଉଠାଇ ନେଲା ଇଡି

mahabharatanews

୨୨ଦିନରେ ଇସ୍ରାଏଲ୍ ହାମାସ୍ ଯୁଦ୍ଧ

mahabharatanews