ଓଡିଶା

ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର

ଭଦ୍ରକ: ସାଳନ୍ଦୀ ନଦୀରେ ଗାଧଉଥିବା ବେଳେ ବୁଡିଗଲେ ୪ ଛାତ୍ର । ତେବେ ନଦୀରେ ବୁଡି ୩ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣକୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ସାତଭଉଣୀ ନିକଟ ସାଳନ୍ଦୀ ନଦୀରେ ଗାଧୋଇବା ବେଳେ ଘଟିଛି ଏଭଳି ଅଘଟଣ । ତେବେ ମୃତକ ହେଉଛନ୍ତି ସ୍ମୃତିରଞ୍ଜନ ସ୍ୱାଇଁ, ରଜତ କୁମାର ଜେନା ଓ ପ୍ରଣୟ କୁମାର ଲେଙ୍କା । ସମସ୍ତ ମୃତକଙ୍କ ଘର କୋରକୋର ହରିପୁର ହୋଇଥିବା ଜଣାପଡିଛି ।

Related posts

ସରିଲା ଆଲୋଚନା ; ଆଜିଠୁ ଖୋଲିବ ୟୁନିଟ୍‌-୧ ମାର୍କେଟ୍‌ 

mahabharatanews

ବଡ଼ ସଫଳତା; ବିପୁଳ ପରିମାଣର ବିସ୍ଫୋରକ ସହ ବନ୍ଧୁକ ଜବତ

mahabharatanews

ଆଉ ୪ ଜଣଙ୍କ ମୁଣ୍ଡ ନେଲା କରୋନା, ରାଜ୍ୟରେ ମୃତ୍ୟୁସଂଖ୍ୟା ୭୪କୁ ବୃଦ୍ଧି

mahabharatanews