ଓଡିଶା

ନନ୍ଦନକାନନ ରେ ଚନ୍ଦକା ଜଙ୍ଗଲୀ ଦନ୍ତା


ପ୍ରାଣୀଉଦ୍ୟାନ ର ପଛପଟ ଗେଟ ର ପାଚେରୀ ଭାଙ୍ଗି ପଶିଲା ଜଙ୍ଗଲୀ ହିଂସ୍ର ଦନ୍ତା ହାତୀ, ହାତୀ ଟି ସିଂହ ସଫାରୀ ପଛପଟେ ରହିଥିବା ବେଳେ ହାତୀ କୁ ଘଉଡ଼େଇବା ପାଇଁ ୪ଟି ବନବିଭାଗ ଟିମ ର ୪୦ଜଣ ବନ କର୍ମଚାରୀ ନିୟୋଜିତ । ଯେପରି କି ଜୁ ର କୌଣସି କ୍ଷତି ନ ପହଞ୍ଚେ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି,ଘଉଡ଼େଇବା ପାଇଁ ବାଣ ଲାଇଟ ର ସୁବିଧା ଦ୍ୱାରା ଘଉଡ଼େଇବା ପ୍ରୟାସ ଜାରିରହିଛି.ଉପ ନିର୍ଦେଶକ ‘ସନତ କୁମାର ଏନ’ ଙ୍କ ସୂଚନା ।

Related posts

ରାଣୀଗୁଡା ଫାର୍ମ ମାଆ ମଝିଘରିଆଣୀଙ୍କ ଘଣ୍ଟ ପର୍ବରେ ପ୍ରବଳ ଭିଡ

mahabharatanews

ସୋନପୁରରେ ପତାକା ଉତ୍ତଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

mahabharatanews

ଲୁଗା ଦୋକାନରେ ଭୟାବହ ଅଗ୍ନିକାଣ୍ଡ 

mahabharatanews