ଭାରତ

୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦ୍ୱୀଲ୍ଲି: ପ୍ରଧାନମନ୍ତ୍ରୀ ପରେନ୍ଦ୍ର ମୋଦି ‘ରେଜଗାର ମେଳା’ କାର୍ଯ୍ୟକ୍ରମ ଅଧୀନରେ ପ୍ରୟ ୭୧ହଜାର ନିଯୁକ୍ତି ପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ ଙ୍କ କାର୍ଯ୍ୟାଳୟ ରେ ଏମ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସ ମାଧ୍ୟମରେ ଯୁବକମାନଙ୍କୁ ସମ୍ବୋଧିତ କରିବେ । ପିଏମଡଓଙ୍କ ପକ୍ଷରୁ ପକୁହାଯାଇଛି ଯେ ନିଯୁକ୍ତି ସୃଷ୍ଟିରେ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତାକୁ ପୂରଣ କରିବା ଦିଗରେ ଏହି ରେଜଭାର ମେଳା ଏକ ଗୁରୁତ୍ୱ ପୂଣର୍ଣୂ ପଦକ୍ଷେପ । ରୋଜଗାର ମେଳା ନିଯୁକ୍ତି ଉତ୍ପାଦନରେ ଏକ ଅନୁକ୍ରମଣିକା କାର୍ଯ୍ୟ କରିବ ।

Related posts

ଓଡି଼ଶାରେ ୫ଜି ସେବା ଯୋଗାଇବେ ଜିଓ ଓ ଏୟାରଟେଲ

mahabharatanews

ଘାଟି ତଳକୁ ଖସିଗଲା ବୋଲେରୋ, ଚାଲିଗଲା ୧୧ ଜୀବନ

mahabharatanews

ଶ୍ୱାସ ପାଇଁ ହନ୍ତସନ୍ତ ରାଜଧାନୀବାସୀ ,ଦୁଇ ଦିନ ସ୍କୁଲ ବନ୍ଦ 

mahabharatanews