ଭାରତସ୍ୱାସ୍ଥ୍ୟ

ଧିରେ ଧିରେ ହ୍ରାସ ପାଉଛ କରୋନାର ପାର୍ଦୁଭାବ

ନୂଆ ଦିଲ୍ଲୀ: କରୋନା ପାର୍ଦୁଭାବ ଏବେ କମିବାରେ ଲାଗିଛି । ଧୀରେ ଧୀରେ ସଂକ୍ରମଣ ହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୧୦ ହଜାର ଛୁଉଁଥିବା ବେଳେ , ଏବେ ତାହା ହ୍ରାସ ପାଇ ୩ହଜାରରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ କୋଭିଡ-୧୯ ,୩୩୨୫ ଟି ନୂଆ ମାମଲା ରେକର୍ଡ କରାଯାଇଛି । ଦେଶରେ ଗୋଟିଏ ଦିନରେ କରୋନାର ୬୩୭୯ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ବର୍ତ୍ତମାନ ସକ୍ରିୟ ରୋଗିଙ୍କ ସଂଖ୍ୟା ୪୪,୧୭୫ରହିଥିବା ବେଳେ ସକ୍ରିୟ ମାମଲାର ହାର ୦.୧୦ ପ୍ରତିଶତ ରହିଛି । ବର୍ତ୍ତମାନର ପୁନରୁଦ୍ଧର ପୁନରୁଦ୍ଧାର ହାର ୯୮.୭୨ ପ୍ରତିଶତ ରହିଛି ।

 

Related posts

ପ୍ରେମିକା ହାତରେ ଚାଲିଗଲା ପ୍ରେମିକ ଜୀବନ

mahabharatanews

ଅମୃତସର ପରିବର୍ତ୍ତେ ପାକିସ୍ତାନ ପହଞ୍ଚିଲା ବିମାନ

mahabharatanews

କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୫,୩୧,୭୨୨କୁ ବୃଦ୍ଧି

mahabharatanews