ବିଶେଷ

ତୁଳସୀ ଗଛ ଶୁଖିଯିବା ଅଶୁଭ କାହିଁକି ? 

ଆମ ଜୀବନ ଭଲ ମନ୍ଦ ଏପରି ଅନେକ କିଛି ବୃକ୍ଷ ଉପରେ ନିର୍ଭର କରେ । ବାସ୍ତୁ ଅନୁସାରେ ବିଭିନ୍ନ ଗଛର ଅନେକ ଗୁରୁତ୍ୱ ରହିଛି ।

1, ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ

ଆମ ଜୀତୁଳସୀ ଗଛର ଅନେକ ମହତ୍ୱ ରହିଛି , କାରଣ ତୁଳସୀ ହେଉଛନ୍ତି ଘରପାଇଁ ଶୁଭ ତୁଳସୀ ଗଛ ଶୁଖିଯିବା ଅଶୁଭ ଅଟେ । କାହିଁକିନା ମାନ୍ୟତା ଅନୁସାରେ ସେ ଦେବୀ ଅଟନ୍ତି । ଶ୍ରୀକୃଷ୍ଣଙ୍କର ତୁଳସୀଙ୍କ ବିନା କୌଣସି କାର୍ଯ୍ୟ କରାଯାଏ ନାହିଁ ଓ ବିନା ତୁଳସୀରେ ଶ୍ରୀକୃଷ୍ଣଙ୍କ ପୂଜା ଅସମ୍ଭବ ଅଟେ । ତୁଳସୀଙ୍କର ଅନ୍ୟ ନାମ ନାରାୟଣୀ ମଧ୍ୟ ଅଟେ । ତେଣୁ ତୁଳସୀ ବୃକ୍ଷ ଶୁଖିବା ପୂର୍ବରୁ କିଛି ଘଟଣା ହେବାର ସୂଚେଇ ଦେଏ ଥାଏ । ଏଥିପ୍ରତି ସଜାଗ ରହିଲେ ବିଭିନ୍ନ ନାକାରତ୍ମକ ଘଟଣାରୁ ମୁକ୍ତି ମିଳେ । ଯଦି ତୁଳସୀ ଗଛର ପତ୍ର ଶୁଖି ଯ।ଉଛି, ତେବେ ଏହାକୁ ଘରେ ରଖନ୍ତୁ ନାହିଁ । ଏହାକୁ ଯେକୌଣସି ମନ୍ଦିର କିମ୍ବା ନଦୀରେ ବିସର୍ଜନ କରାଇ ଦିଅନ୍ତୁ । କାରଣ ଶୁଖି ଯାଇଥିବା ତୁଳସୀ ଗଛ ବା ପତ୍ର ଘର ପାଇଁ ଅଶୁଭ ଅଟେ । ଏହା ଭବିଷ୍ୟତର ବହୁ ବିପଦର ସୃଷ୍ଟି କରାଇଥାଏ ।

Related posts

ଭାରତର ଏକ ଏପରି ସ୍ଥାନ ଯେଉଁଠାରେ ଭାରତୀୟ ସମ୍ବିଧାନ ଲାଗୁ ହୁଏନାହିଁ ; ଜଣାନ୍ତୁ କେଉଁଠି ଅଛି ତାହା

mahabharatanews

ରକ୍ତଚାପ ନିୟନ୍ତ୍ରଣ କରେ କପର୍ ବ୍ରେସଲେଟ୍

mahabharatanews

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews