ଭାରତ

ପୁଲୱାମାରୁ ଜବତ ହେଲା ୬ଟି ଆଇଡି : ଜଣେ ଗିରଫ 

(ଜମ୍ମୁ କାଶ୍ମୀର) : ଜମ୍ମୁ କାଶ୍ମୀରରେ ହେଲା  ଷଡଯନ୍ତ୍ରର ପର୍ଦାଫାସ୍ । ପୁଲୱାମା ଆତଙ୍କବାଦୀ ଆତଙ୍କିତ କରିବା ପାଇଁ ୬ଟି ଆଇଡି ଲଗାଇଥିଲେ । ଯାହାକୁ ଜାମ୍ମୁ କାଶ୍ମୀର ପୋଲିସ ଠିକ୍ ସମୟରେ ଉଦ୍ଧାର କରି ନଷ୍ଟ କରିଦେଇଛି ।

ସୂଚନାନୁଯାୟୀ ,ରାଜ୍ୟକୁ ଏକ ବଡ଼ ଆତଙ୍କବାଦୀ ଆକ୍ରମଣରୁ ରକ୍ଷା କରାଯାଇଛି । ସେହିପରି ଏହି ପ୍ଲାନରେ ସାମିଲ ଥିବା ଜଣେ ଆତଙ୍କବାଦୀଙ୍କୁ ପୋଲିସ ଗିରଫ ମଧ୍ୟ କରିଛି । ପୁଲୱାମା ଜିଲ୍ଲାର ଆରିଗାମ ନିବାସୀ ଇଶଫାକ ଅହମ୍ମଦ ୱାନିଙ୍କୁ ଗିରଫ କରି ପଚରାଉଚରା ପରେ ପୋଲିସ ପୁଲୱାମାରେ 5-6 କିଲୋଗ୍ରାମ IED ଜବତ କରିଛି ।

 

Related posts

କଷ୍ଟରେ କଟିଲା କେଜ୍ରିୱାଲଙ୍କ ପ୍ରଥମ ରାତି 

mahabharatanews

ପାଟନାରେ କରୋନାର ୟୁଏସ୍‌ ଭାରିଏଣ୍ଟ BA.12 ଚିହ୍ନଟ

mahabharatanews

ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଉଛି ; ୧୬,୦୪୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews