ଭାରତ

ମଣିପୁର ହିଂସାକାଣ୍ଡ : ମୃତ୍ୟୁ ସଂଖ୍ୟା ୫୪ ପାର 

(ମଣିପୁର) : ଥମିବାର ନାଁ ନେଉନି ମଣିପୁର  ହିଂସାକାଣ୍ଡ‌ । ଗତ ୪୮ ଘଣ୍ଟା ଧରି ମଣିପୁର ରାଜ୍ୟରେ ଆଦିବାସୀ ଦଙ୍ଗାରେ ଭୀଷଣ ରକ୍ତପାତ ହୋଇଛି। ଆଦିବାସୀ ଓ ଅଣଆଦିବାସୀ ମଧ୍ୟରେ ଅଶାନ୍ତ ଲାଗି ରହିଛି ।  ତେବେ ସବୁଠାରୁ ବଡ କଥା ହେଉଛି ଏପର୍ଯ୍ୟନ୍ତ ୫୪ଜଣ ଲୋକଙ୍କ ଜୀବନ ଗଲାଣି   । ହିଂସା ଯୋଗୁଁ ମଣିପୁରର ଚୁରଚାନ୍ଦପୁରରେ କର୍ଫ୍ୟୁ ଲାଗୁ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏଠାରେ ସ୍ଥିତି ସୁଧୁରୁଛି, କର୍ଫ୍ୟୁ ମଧ୍ୟ କୋହଳ କରାଯାଇଛି ।

ହିଂସାପ୍ରପୀଡ଼ିତ ଅଞ୍ଚଳରୁ ସମୁଦାୟ ୧୩,୦୦୦ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି । ତେବେ ଏହାରି ମଧ୍ୟ ଆଉ ଏକ ଖୁଲାସା ଦେଖିବାକୁ ମିଳିଛି ।  ଇମ୍ଫାଲ୍ ସ୍ଥିତ ସରକାରୀ କ୍ବାର୍ଟର୍ସରୁ ଘୋଷାରି ଆଣି ମଣିପୁରୀ ଦୁର୍ବୃତ୍ତମାନେ ତାଙ୍କୁ ପିଟି ପିଟି ମାରି ପକାଇଛନ୍ତି। ଯାହା ହାଓକିପ୍‌ଙ୍କ ଫଟୋ ପୋଷ୍ଟ୍‌ କରି ନିନ୍ଦା କରିଛନ୍ତି ।

 

Related posts

ଦିଲ୍ଲୀରେ ପ୍ରବଳ ଥଣ୍ଡା; ରେଡ ଆଲର୍ଟ ଜାରି

mahabharatanews

ଆଜି ‘One Nation  , One Election’ କମିଟିର ପ୍ରଥମ ବୈଠକ

mahabharatanews

ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀ

mahabharatanews