ମନୋରଞ୍ଜନ

ପୋଷାକରେ ସୁରକ୍ଷା ଧରି ବୁଲୁଛନ୍ତି ଉର୍ଫି

(ମୁମ୍ବାଇ) : ସବୁବେଳେ ଡ୍ରେସ୍ ପିନ୍ଧିବାରେ ମାହିର ଉର୍ଫି ଜାଭେଦ। ଏନେଇ ସେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି  । ଏବେ ସେ ଯେଉଁ ଲୁକ୍‌ରେ ଦେଖିବାକୁ ମିଳିଛନ୍ତି ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ। ଏହି ଭାଇରାଲ୍ ଭିଡିଓ ଚକିତ ହୋଇଯିବେ । ଏବେ ପୁଣି ଥରେ ମୁମ୍ବାଇ ରାସ୍ତାରେ ଉର୍ଫିଙ୍କୁ ଏକ ଅଜବ ଷ୍ଟାଇଲ୍‌ରେ ଦେଖିବାକୁ ମିଳିଛି, ଯାହାକୁ ଦେଖିଲେ ଆପଣଙ୍କ ମନକୁ ପୋଲିସର ଲାଟିଚାର୍ଜ କଥା ଆସିଯିବ।

ସୂଚନାନୁଯାୟୀ , ,ଏହି ଭିଡିଓରେ ଉର୍ଫି ଜାଭେଦ୍ କଳା ରଙ୍ଗର ସର୍ଟ ଡ୍ରେସରେ ନଜର ଆସିଛନ୍ତି ।  ସବୁଠାରୁ ଆଶ୍ଚର୍ଯ୍ୟ କରିବ ସେ ପିନ୍ଧିଥିବା ଏକ ଗ୍ରୀଲ୍ସେ ତାଙ୍କ ସାମ୍ନାରେ ଏକ କଳା ରଙ୍ଗର ଗ୍ରୀଲ୍ ଲଗେଇଛନ୍ତି। ଏହା ସହିତ ସେ କଳା ରଙ୍ଗର ବ୍ରାଲେଟ୍ ଆଉ ଜଗର୍ ପିନ୍ଧିଛନ୍ତି। ଲୋକେ ଯେତେବେଳେ ତାଙ୍କର ଏହି ଲୁକ୍ ବିଷୟରେ ପଚାରନ୍ତି, ସେ ସୁରକ୍ଷା ସହିତ ବୁଲୁଥିଲା ଉର୍ଫି କହିଛନ୍ତି।

Related posts

“ଅଭିନେତା ପାଇଁ ଯାହା ଆବଶ୍ୟକ ଆର୍ଯ୍ୟନ୍‌ ପାଖରେ ନାହିଁ “: ଶାହରୁଖ

mahabharatanews

‘ଟାଇଗର୍‌-୩’; ଅଗ୍ରୀମ ୫ଲକ୍ଷ ଟିକେଟ ବିକ୍ରି

mahabharatanews

ହାତକୁ ଦି ହାତ ହେଲେ ଟଲିଉଡ ଅଭିନେତା ସର୍ବାନନ୍ଦ

mahabharatanews