ମନୋରଞ୍ଜନ

ଓଟିଟିରେ ନଜର ଆସିବେ ଭାଇଜାନ୍‌

(ମୁମ୍ବାଇ) : ପ୍ରେକ୍ଷାଲୟରେ ଦୀର୍ଘ ୨୦ ଦିନ ବିତିଯାଇଥିଲେ ମଧ୍ୟ  ସୁପର୍‌ଷ୍ଟାର୍‌ ସଲମାନ ଖାନଙ୍କ ଅଭିନୀତ ‘କିସି କା ଭାଇ କିସି କି ଜାନ’  ଫିଲ୍ମ ଭଲ ରିଭ୍ୟୁ ମିଳିନାହିଁ । ପ୍ରାୟ ୧୦୦ କ‌ୋଟି ବଜେଟ୍‌ର ଏହି ଫିଲ୍ମଟିକୁ ଇଦ୍ ଅବସରରେ ରିଲିଜ୍‌ କରାଯାଇଥିଲା।

ସୂଚନାନୁଯାୟୀ ,  ‘କିସି କା ଭାଇ କିସି କି ଜାନ’ ୨୧ ଏପ୍ରିଲରେ ମୁକ୍ତିଲାଭ କରିଥିଲା।  ଫିଲ୍ମ ରିଲିଜ ହେବାର ୨୦ ଦିନ ବିତିଗଲାଣି। ସଲମାନ ଖାନ ‘ବିଗ୍‌ବସ୍‌’ ଓଟିଟି ଭର୍ସନକୁ ହୋଷ୍ଟ୍‌ କରିପାରନ୍ତି। ଏବେ ଟିଭିରେ ଦେଉଥିବା ‘ବିଗ୍‌ବସ୍‌’କୁ ବି ଭାଇଜାନ୍‌ ହୋଷ୍ଟ୍‌ କରୁଛନ୍ତି।  ଯାହା ଦର୍ଶକଙ୍କୁ ବେଶ୍‌ ଭଲଲାଗୁଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ସୋ’ର ନିର୍ମାତାମାନେ ନିଷ୍ପତ୍ତି ନେଇଛନ୍ତି ଯେ ସଲମାନ ଖାନ ଓଟିଟି ଭର୍ସନକୁ ବି ହୋଷ୍ଟ୍‌ କରିବେ।

 

 

Related posts

ଉର୍ବଶୀଙ୍କ ପାଇଁ ୩କୋଟି ଟଙ୍କାର କେକ୍

mahabharatanews

ମୌନୀଙ୍କ କାନ୍ସ ଲୁକ ହେଲା ଭାଇରାଲ

mahabharatanews

‘ଗଦର-୨’ ଦେଖିଲେ ନାହିଁ ଅମିଷାଙ୍କ ପରିବାର ଲୋକେ

mahabharatanews