ଓଡିଶାରାଜନୀତି

ଝାରସୁଗୁଡା ରେଜଲ୍ଟ : ବହୁ ଆଗରେ ବିଜେଡି

ଝାରସୁଗୁଡା ଫଳାଫଳ : ଝାରସୁଗୁଡା ଉପନିର୍ବାଚନର ଭୋଟ୍ ଗଣତି ଜାରି ରହିଛି । ଭୋଟ ଗଣତି ଚାଲିଥିବା ବେଳେ ଆଗେଇ ଚାଲିଛି ବିଜେଡି। ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜ ପତିଆରା ପ୍ରଦର୍ଶନ କରୁଛି ବିଜେଡି । ଦଶମ ରାଉଣ୍ଡ୍‌ ସୁଦ୍ଧା ବିଜେଡି ଆଗୁଆ ରହିଥିବା ବେଳେ ବିଜେପି ଦ୍ୱିତୀୟରେ ଓ କଂଗ୍ରେସ ରହିଛି ତୃତୀୟ ସ୍ଥାନରେ . .

୧୧ ରାଉଣ୍ଡ
ଦୀପାଳି ଦାସ – ୫୯୦୮
ଟଙ୍କଧର ତ୍ରିପାଠୀ – ୩୨୨୨
ତରୁଣ ପାଣ୍ଡେ -୧୪୨

ସମୁଦାୟ
ବିଜେଡି -୬୩୫୧୩
ବିଜେପି -୩୫୩୮୮
କଂଗ୍ରେସ -୩୨୦୮
୧୧ ରାଉଣ୍ଡ ରେ ୨୮୨୭୦ଭୋଟ ରେ ବିଜେଡି ଆଗୁଆ

Related posts

ୟୁନଫର୍ମ ପିନ୍ଧିନଥିବାରୁ ଛାତ୍ରୀଙ୍କ ଲେଗିଙ୍ଗସ୍ ଖୋଲିଦେଲେ

mahabharatanews

ପାଣିରେ ଭାସୁଛି ଅଜଣା ମୃତ ଦେହ

mahabharatanews

‘ଜି ରାମ ଜୀ’ ବିରୋଧରେ କଂଗ୍ରେସର ହଟ୍ଟଗୋଳ, ଏହି ଦିନଠାରୁ ଆରମ୍ଭ ହେବ 45 ଦିନିଆ ‘ମନରେଗା ବଞ୍ଚାଅ’ ସଂଗ୍ରାମ

mahabharatanews