ମନୋରଞ୍ଜନ

ଝିଅ ପାଇଁ କ୍ୟାରିୟର ଛାଡିବେ ପ୍ରିୟଙ୍କା

(ମୁମ୍ବାଇ) : ସବୁବେଳେ ଚର୍ଚ୍ଚାରେ ପ୍ରିୟଙ୍କା ଚୋପ୍ରା । ତାଙ୍କର ଏକ ବିବୃତ୍ତି ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଯାହା ଜାଣିବା ପରେ ତାଙ୍କ ପ୍ରଶଂସକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପ୍ରିୟଙ୍କା ତାଙ୍କ ଅଭିନୟ କ୍ୟାରିଅରକୁ ବିଦାୟ ଦେବାକୁ ଯାଉଛନ୍ତି କି? ଏହି ପ୍ରଶ୍ନ ଏଇଥିପାଇଁ, କାରଣ ସେ ଯାହା କହିଛନ୍ତି ତାହା ଏହି ଦିଗକୁ ସୂଚାଉଛି।

ନିକଟରେ ପ୍ରିୟଙ୍କା ଚୋପ୍ରା କହିଛନ୍ତି ଯେ ସେ ତାଙ୍କ ଝିଅ ମାଳତିଙ୍କ ପାଇଁ ଖୁସିରେ ନିଜ କ୍ୟାରିୟର ଛାଡିପାରିବେ। ଅଭିନେତ୍ରୀ କହିଛନ୍ତି “ମୋର କ୍ୟାରିଅର୍ ଗୁରୁତ୍ୱ ରଖେ। ମୁଁ ସେପର୍ଯ୍ୟନ୍ତ ଏ ବିଷୟରେ ଚିନ୍ତା କରି ନ ଥିଲି ଯେପର୍ଯ୍ୟନ୍ତ ମୁଁ ମୋ ବହି ଉପରେ କାମ କରି ନଥିଲି। ତା’ପରେ ମୁଁ ଭାବିଲି ଯେ ବର୍ତ୍ତମାନ ମୋର ବୟସ ୪୦ ହୋଇଛି। ବର୍ତ୍ତମାନ ମୋତେ ପଚରାଯିବ ଯେ ମୁଁ ମୋର କ୍ୟାରିଅର୍ ଛାଡିଦେବି ଆଉ ଦେଶ ପରିବର୍ତ୍ତନ କରିଦେବି, ତେବେ ମୁଁ ମୋ ଝିଅ ପାଇଁ କୌଣସି ପ୍ରଶ୍ନ ବିନା ଏହା କରିବି।

Related posts

ରିଲିଜ୍‌ ହେଲା ସ୍ବର୍ଗତ ବିଜୟ ମହାନ୍ତିଙ୍କ ଶେଷ ଫିଲ୍ମ

mahabharatanews

ଅଜୟ ଦେବଗନଙ୍କ ଫିଲ୍ମ ‘ମୈଦାନ’ ରିଲିଜ୍ 

mahabharatanews

ଅକ୍ଟୋବରରେ ବିବାହ କରିବେ ପରିଣୀତି

mahabharatanews