ଓଡିଶା

ମୁନିଗୁଡା ଡାକ ବଙ୍ଗଳାରେ କଂଗ୍ରେସର ମିଶ୍ରଣ ପର୍ବ ଅନୁଷ୍ଠିତ

ରବିନ୍ଦ୍ର କୁମାର ସାହୁ/ମୁନିଗୁଡ଼ା:ମୁନିଗୁଡା ଡାକ ବଙ୍ଗଳା ଠାରେ କଂଗ୍ରେସ ମିଶ୍ରଣ ପର୍ବ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ୟ୍ୟକ୍ରମ ରେ କୋରାପୁଟ ସାସଦ ଶ୍ରୀମାନ ସପ୍ତଗିରୀ ଉଲ୍ଲାକାଙ୍କ ଉପସ୍ଥିତିରେ ମୁନିଗୁଡା ଗ୍ରାମ ପଞ୍ଚାୟତର ସମିତି ସଭ୍ୟା ଶ୍ରୀମତୀ ମମତା ପ୍ରାସ୍କାକା ଓ ମୁନିଗୁଡା ଗ୍ରାମ ପଞ୍ଚାୟତର ମହିଳା ନେତ୍ରୀ ଶ୍ରୀମତୀ ଡିଵିରିସିଙ୍ଗ୍ ଚନ୍ଦନା , ଶିବପଦର ଗ୍ରାମ ପଞ୍ଚାୟତର ଘାସିରାମ ଟାକିରୀ, ସେନାପତି ଶଗଡ଼ିଆ,ରାଧାମୋହନ ଟାକୀରୀ ବିଜେଡି ଛାଡ଼ି ବ୍ଲକ କଂଗ୍ରେସ ସଭାପତି ଶ୍ରୀ ନୀଳାମ୍ବର ବିଭାରଙ୍କ ନେତୃତ୍ୱରେ ବିଧୀଵଧ ଭାବେ ରେ କଂଗ୍ରେସ ରେ ଯୋଗଦାନ କରିଛନ୍ତି। ଏଥିସହ ମୁନିଗୁଡା ବ୍ଲକର ଉପର ଛେଳିଆନାଳ, ବରୋଗୁଡା ଏବଂ ନୁଆସାହି ଗ୍ରାମର ସତାଧିକ ଗ୍ରାମବାସି ତଥା ଶାସକ ଦଳର ସରପଞ୍ଚ,ୱାର୍ଡ ମେମ୍ବର ଗଣ ଵିଧି ବଧ ଭାବେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।

Related posts

ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମବାର୍ଷିକୀ

mahabharatanews

ମୟୁରଭଞ୍ଜ ଛୁଇଁଛି କରୋନା, ଜିଲ୍ଲାରେ ତିନି ପଜିଟିଭ

mahabharatanews

ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 

mahabharatanews