ଓଡିଶା

ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜ

(କଟକ) :  ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜା ଯୁବତୀ ଜଣକ ପାଣିକୁ ଡେଇଁଥିବା ସନ୍ଦେହ କରି ପୋଲିସ୍ ଖୋଜାଖୋଜି କରୁଛି।   ତେବେ ଉପରେ ସ୍କୁଟି ଉପରୁ ମିଳିଥିବା ବେଳେ ଘଟଣାରେ କିଛି ସ୍ୱଷ୍ଟତା ଦେଖାଯାଉନାହିଁ । ଯୁବତୀ ଜଣକ ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳର ଐଶ୍ୱର୍ଯ୍ୟା ପରିଜା ବୋଲି ଜଣାପଡ଼ିଛି। ସେ ଏକ ଘରୋଇ କଲେଜର ଛାତ୍ରୀ।

ସୂଚନାନୁଯାୟୀ , ଘଟଣାସ୍ଥଳରେ ଐଶ୍ୱର୍ଯ୍ୟାଙ୍କ ବାପା, ମା ପହଞ୍ଚି ସ୍କୁଟିକୁ ଚିହ୍ନଟ କରିଛନ୍ତି। ପ୍ରକୃତରେ ସେ ବ୍ୟାରେଜ ଉପରେ ସ୍କୁଟି ରଖି ପାଣିକୁ ଡେଇଁଛନ୍ତି ନା କେଉଁଆଡ଼େ ନିଖୋଜ ହୋଇଯାଇଛନ୍ତି,ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି।

Related posts

କରୋନା ସଂକ୍ରମଣରେ ରାଜ୍ୟର ସ୍ଥିତି

mahabharatanews

ଏଟିଏମରୁ ୩ ଯବାନ ସଂକ୍ରମିତ

mahabharatanews

ଘନ କୁହୁଡି ପାଇଁ ମଝି ସମୁଦ୍ରରେ ଫସିଲା ଲଞ୍ଚ

mahabharatanews