ମନୋରଞ୍ଜନ

 ୨୦୦ କୋଟି କ୍ଲବରେ ସାମିଲ ହେବ ଫିଲ୍ମ ‘ଦ କେରଳ ଷ୍ଟୋରୀ’

(ମୁମ୍ବାଇ) : ବିବାଦୀୟ ଫିଲ୍ମ’ଦ କେରଳ ଷ୍ଟୋରୀ’ପ୍ରଥମ ଦିନରୁ ହିଁ ବକ୍ସ ଅଫିସରେ ଜବରଦସ୍ତ ଆୟ କରୁଛି । ଶନିବାର ଏବଂ ରବିବାର ଦିନ ଫିଲ୍ମର କଲେକ୍ସନ୍ ଖୁବ୍ ଅଧିକ ରହିଛି । ସୁଦୀପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଖୁବ୍ ଶିଘ୍ର ୨୦୦ କୋଟି ଅତିକ୍ରମ କରିବା ପାଇଁ ଯାଉଛି ।

ସୂଚନାନୁଯାୟୀ, ତେବେ ଚାଲନ୍ତୁ ଜାଣିବା ଚଳଚ୍ଚିତ୍ର ରିଲିଜ୍ ହେବାର ୧୭ ଦିନରେ ଅର୍ଥାତ୍ ତୃତୀୟ ରବିବାରରେ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ ୧୯୮.୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଛି  । ଖୁବ ଶୀଘ୍ର ଏହି ବିବାଦୀୟ ଲୋକପ୍ରିୟ ସିନେମାଟି ୨୦୦କୋଟି କ୍ଲବରେ ସାମିଲ ହେବା ପାଇଁ ଯାଉଛି ।

Related posts

ଚର୍ଚାରେ ଗ୍ଲୋବାଲ୍‌ ଆଇକନ୍‌ ରିହାନ୍ନାଙ୍କ ନୃତ୍ୟ 

mahabharatanews

ନିଜ ଘରକୁ ବନ୍ଧକ ରଖିଲେ ପ୍ରିୟଙ୍କା

mahabharatanews

ରିଲିଜ ହେଲା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘Mission Raniganj The Great Bharat Rescue’ 

mahabharatanews