ମନୋରଞ୍ଜନ

ନିଜ ଘରକୁ ବନ୍ଧକ ରଖିଲେ ପ୍ରିୟଙ୍କା

(ମୁମ୍ବାଇ) : ସାମ୍ନାକୁ ଆସିଛି ଏକ ବଡ ଖବର । ବଲିଉଡ୍‌ ଟର୍ଣ୍ଣଡ ହଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚେ‌ାପ୍ରା ତାଙ୍କ ଆମେରିକୀୟ ଗାୟକ ସ୍ବାମୀ ନିକ୍‌ ଜୋନସ୍‌ଙ୍କ ସହ ଆମେରିକାରେ ରହୁଛନ୍ତି। ଏହି ଦମ୍ପତି ଏବେ ଲସ୍‌ ଏଞ୍ଜେଲ୍‌ସର ଏକ ବିଳାସମୟ ଘରେ ରହୁଛନ୍ତି। ବର୍ତ୍ତମାନ ନିକଟରେ ଏକ ଖବର ଆସିଛି ଯାହା ସମସସ୍ତଙ୍କୁ ଚକିତ କରିଦେବ । ଯେ ପ୍ରିୟଙ୍କା ଓ ନିକ୍‌ ନିଜର ୨୦ ମିଲିୟନ୍‌ ଡଲାର୍‌ (୧୪୯ କୋଟି) ଟଙ୍କାର ଘରକୁ ବନ୍ଧକ ରଖିଛନ୍ତି।

ସୂଚନାନୁଯାୟୀ ,   ଏହି ସେଲିବ୍ରିଟି ଦମ୍ପତି ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ଘର ପାଇଁ ଭଡ଼ା ହିସାବରେ ପ୍ରତି ମାସରେ ୧୦୦୦,୦୦୦ ଡଲାର ଦେବାକୁ ପଡୁଛି। ସେଥିପାଇଁ ସେମାନେ ବ୍ୟାଙ୍କ୍‌ରେ ନିଜ ଘର ବନ୍ଧକ ରଖିଛନ୍ତି। ଯାହା ଶୁଣି ଫ୍ୟାନ୍ସ ଆଶ୍ଚଯ୍ୟ ହୋଇଯାଇଛନ୍ତି ।

Related posts

ବଲିଉଡ୍‌ ଅଭିନେତା ବୀର ଦାସଙ୍କୁ ଆନ୍ତର୍ଜାତିକ ଏମି ପୁରସ୍କାର

mahabharatanews

ଫିଲ୍ମ‘ଦ ଲିଜେଣ୍ଡ’ର ଟ୍ରେଲର୍‌ ରିଲିଜ,ନିଜ ଲୁକରେ ଘାଇଲା କଲେ ଉର୍ବଶୀ

mahabharatanews

ଅଦ୍ଭୁତ ରୋଗର ଶିକାର ହୋଇଛନ୍ତି ଶାହନାଜ ଟ୍ରେଜେରି

mahabharatanews