ଭାରତ

ଶେଷ ଦିନରେ ଜି-୨୦ ବୈଠକ

(ଶ୍ରୀନଗର) :  ଆଜି‌ ଶେଷ ଦିନରେ ଜି-୨୦ ବୈଠକ । ଶ୍ରୀନଗରରେ ୩ ଦିନ ଧରି ଚାଲିଥିବା ଜି-୨୦ ଟୁରିଜିମ ୱାର୍କିଂ ଗ୍ରୁପ୍‌ ବୈଠକ ହୋଇଛି। ବୈଠକର ଶେଷ ଦିନରେ ଜି-୨୦ ରାଷ୍ଟ୍ରର ପ୍ରତିନିଧିମାନେ ଆଜି ଶ୍ରୀନଗରରେ ମୁଗଲ ଗାର୍ଡେନ ଏବଂ ପୋଲ ଭିଉ ମାର୍କେଟ୍‌ ବୁଲିଛନ୍ତି।

ସୂଚନାନୁଯାୟୀ ,ପ୍ରତିନିଧିମାନେ ଆଜି ପୋଲ ଭିଉ ମାର୍କେଟ୍‌ରୁ ପାରମ୍ପରିକ ସାମଗ୍ରୀ କିଣିଛନ୍ତି। ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଜି-୨୦ ବୈଠକ ଅବସରରେ କହିଛନ୍ତି, ଜମ୍ମୁ କାଶ୍ମୀରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି ଏବଂ ଏହା ଶାନ୍ତି ଓ ବିକାଶ ପାଇଁ ବାଟ ଫିଟାଇ ଦେଇଛି। କାଶ୍ମୀରରେ ନୂଆ ‌ଯୁଗ ଆରମ୍ଭ ହୋଇଛି। କାଶ୍ମୀର ଆଜି ଦେଶର ଏକ ବିକଶିତ ଅଂଚଳରେ ପରିଣତ ହୋଇଛି ବୋଲି ସେ କହିଛନ୍ତି।

Related posts

“ଜିତିବା ପାଇଁ ବ୍ୟାନର ଏବଂ ପ୍ରଚାରର ଆବଶ୍ୟକତା ନାହିଁ” ନିତିନ ଗଡକରୀ

mahabharatanews

ସାମ୍ନାକୁ ଆସିଲା ନୂଆ ରୋଗ ‘ଟାମଟର ଫ୍ଲୁ’ ,୮୦ ପିଲା ସଂକ୍ରମିତ

mahabharatanews

ଆସନ୍ତା ୧୦ ରେ କର୍ଣ୍ଣାଟକ ନିର୍ବାଚନ, ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ବିଜେପି

mahabharatanews